ଶବ ସତ୍କାର ବେଳେ ବିସ୍ଫୋରଣ, ମୋବାଇଲରେ କଏଦ ହେଲା ଦୃଶ୍ୟ

ବାରଣାସୀ: ଶବଦାହ କେନ୍ଦ୍ରରେ ଅଘଟଣ। ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ସିଏନ୍‌ଜି ଗ୍ୟାସ୍‌(ପ୍ରାକୃତିକ ଗ୍ୟାସ୍‌) ଶବଦାହ ଗୃହରେ ଆଜି ଅଚାନକ ବିସ୍ଫୋରଣ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣାର ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହରିଶ୍ଚନ୍ଦ୍ର ଘାଟରେ ଥିବା ଏହି ଶବଦାହ କେନ୍ଦ୍ରରେ ଆଜି କିଛି ଶବ ସତ୍କାର ପାଇଁ ଆସିଥିଲା। ତେବେ ଚାମ୍ବର ଭିତରକୁ ଗୋଟିଏ ଶବ ଗଲା ପରେ ହଠାତ୍‌ ବିସ୍ଫୋରଣ […]

egypt

egypt

Tapas Behera
  • Published: Saturday, 01 September 2018
  • Updated: 01 September 2018, 03:31 PM IST

Sports

Latest News

ବାରଣାସୀ: ଶବଦାହ କେନ୍ଦ୍ରରେ ଅଘଟଣ। ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ସିଏନ୍‌ଜି ଗ୍ୟାସ୍‌(ପ୍ରାକୃତିକ ଗ୍ୟାସ୍‌) ଶବଦାହ ଗୃହରେ ଆଜି ଅଚାନକ ବିସ୍ଫୋରଣ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣାର ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହରିଶ୍ଚନ୍ଦ୍ର ଘାଟରେ ଥିବା ଏହି ଶବଦାହ କେନ୍ଦ୍ରରେ ଆଜି କିଛି ଶବ ସତ୍କାର ପାଇଁ ଆସିଥିଲା।

ତେବେ ଚାମ୍ବର ଭିତରକୁ ଗୋଟିଏ ଶବ ଗଲା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଆଉ ଚାମ୍ବର ଭିତରୁ ନିଆଁ ବାହାରକୁ ବ୍ୟାପି ଯାଇଥିଲା । ବିସ୍ଫୋରଣର ପ୍ରକୋପ ଏତେ ଶକ୍ତିଶାଳି ଥିଲା ଯେ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ତେବେ ଖବର ପାଇ ସେଠାରେ ଦମକଳବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ସମ୍ପୂର୍ଣ୍ଣ ଦୃଶ୍ୟକୁ ଲୋକେ ମୋବାଇଲ କ୍ୟାମରାରେ କଏଦ୍‌ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଗତ ମାସରେ ବାରଣାସୀରେ ଏହି ଶବଦାହ ଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।  ଗେଲ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ଶବଦାହ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଅପରେଟଙ୍କ କହିବା ଅନୁଯାୟୀ, ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଛି। ପାଇପ୍‌ଲାଇନ୍‌ରେ ଗ୍ୟାସ ଫସି ଯିବାରୁ ବିସ୍ଫୋରଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story