Advertisment

ଫଟୋରେ ଫଟୋରେ ଅଟଳଙ୍କୁ ବିଦାୟ

ନୂଆଦିଲ୍ଲୀ: ମହାନ କିମ୍ବଦନ୍ତୀ ଜନନାୟକ ଅଟଳ ବିହାରୀ ବାଜପେୟୀ ଏବେ ପଞ୍ଚଭୂତରେ ଲୀନ୍‌ ହୋଇଯାଇଛନ୍ତି। ସାରା ଦେଶ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ତାଙ୍କ ଅନ୍ତିମ ଯାତ୍ରାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଅଦ୍ଭୂତ ମୁହୂର୍ତ୍ତର କିଛି ଦୃଶ୍ୟ…

author-image
Hemant Lenka
ଅଦ୍ୟତନ ହୋଇଛି
ଫଟୋରେ ଫଟୋରେ ଅଟଳଙ୍କୁ ବିଦାୟ

H2018081752301

ନୂଆଦିଲ୍ଲୀ: ମହାନ କିମ୍ବଦନ୍ତୀ ଜନନାୟକ ଅଟଳ ବିହାରୀ ବାଜପେୟୀ ଏବେ ପଞ୍ଚଭୂତରେ ଲୀନ୍‌ ହୋଇଯାଇଛନ୍ତି। ସାରା ଦେଶ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ତାଙ୍କ ଅନ୍ତିମ ଯାତ୍ରାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଅଦ୍ଭୂତ ମୁହୂର୍ତ୍ତର କିଛି ଦୃଶ୍ୟ...

Advertisment

[caption id="attachment_264914" align="aligncenter" width="2200"]H2018081752302ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରଦ୍ଧାଞ୍ଜଳି[/caption]

[caption id="attachment_264934" align="aligncenter" width="2200"]publive-imageପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗୁରୁ ଅଟଳଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି[/caption]

Advertisment

[caption id="attachment_264932" align="aligncenter" width="1612"]publive-imageସ୍ଥଳସେନା ମୁଖ୍ୟ ବିପିନ୍‌ ରାୱତ ସ୍ମୃତିସ୍ଥଳରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]

[caption id="attachment_264931" align="aligncenter" width="1758"]publive-imageନୌସେନା ମୁଖ୍ୟ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]

[caption id="attachment_264930" align="aligncenter" width="1740"]publive-imageବାୟୁସେନା ମୁଖ୍ୟ ବିଏସ୍‌ ଧନ୍‌ୱାଙ୍କ ଶ୍ରଦ୍ଧାଞ୍ଜଳି[/caption]

[caption id="attachment_264929" align="aligncenter" width="2094"]publive-imageବାଚସ୍ପତି ସୁମିତ୍ରା ମହାଜନଙ୍କ ଶ୍ରଦ୍ଧାଞ୍ଜଳି[/caption]

[caption id="attachment_264928" align="aligncenter" width="1662"]publive-imageଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସ୍ମୃତିସ୍ଥଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]

[caption id="attachment_264927" align="aligncenter" width="2200"]publive-imageଅନ୍ତିମ ଯାତ୍ରାର କିଛି ଅସମ୍ଭବ ଭିଡ଼ର ଦୃଶ୍ୟ[/caption]

[caption id="attachment_264926" align="aligncenter" width="2200"]publive-imageଜନସମୁଦ୍ର ମଧ୍ୟରେ ଅଟଳଜୀଙ୍କ ପାର୍ଥିବ ଶରୀର[/caption]

[caption id="attachment_264924" align="aligncenter" width="2200"]publive-imageଅନ୍ତିମ ଯାତ୍ରାର ଆଉ କିଛି ଦୃଶ୍ୟ[/caption]

[caption id="attachment_264923" align="aligncenter" width="2200"]publive-imageଅନ୍ତିମ ଯାତ୍ରାରେ ଅଟଳଜୀ[/caption]

[caption id="attachment_264920" align="aligncenter" width="2200"]H2018081752264ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାଷ ରାମାରାଓ ଭାମରେଙ୍କ ଶ୍ରଦ୍ଧାଞ୍ଜଳି[/caption]

[caption id="attachment_264919" align="aligncenter" width="2200"]H2018081752263ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶ୍ରଦ୍ଧାଞ୍ଜଳି[/caption]