H2018081752301
ନୂଆଦିଲ୍ଲୀ: ମହାନ କିମ୍ବଦନ୍ତୀ ଜନନାୟକ ଅଟଳ ବିହାରୀ ବାଜପେୟୀ ଏବେ ପଞ୍ଚଭୂତରେ ଲୀନ୍ ହୋଇଯାଇଛନ୍ତି। ସାରା ଦେଶ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ତାଙ୍କ ଅନ୍ତିମ ଯାତ୍ରାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଅଦ୍ଭୂତ ମୁହୂର୍ତ୍ତର କିଛି ଦୃଶ୍ୟ...
[caption id="attachment_264914" align="aligncenter" width="2200"]
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରଦ୍ଧାଞ୍ଜଳି[/caption]
[caption id="attachment_264934" align="aligncenter" width="2200"]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗୁରୁ ଅଟଳଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି[/caption]
[caption id="attachment_264932" align="aligncenter" width="1612"]
ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ ସ୍ମୃତିସ୍ଥଳରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]
[caption id="attachment_264931" align="aligncenter" width="1758"]
ନୌସେନା ମୁଖ୍ୟ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]
[caption id="attachment_264930" align="aligncenter" width="1740"]
ବାୟୁସେନା ମୁଖ୍ୟ ବିଏସ୍ ଧନ୍ୱାଙ୍କ ଶ୍ରଦ୍ଧାଞ୍ଜଳି[/caption]
[caption id="attachment_264929" align="aligncenter" width="2094"]
ବାଚସ୍ପତି ସୁମିତ୍ରା ମହାଜନଙ୍କ ଶ୍ରଦ୍ଧାଞ୍ଜଳି[/caption]
[caption id="attachment_264928" align="aligncenter" width="1662"]
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସ୍ମୃତିସ୍ଥଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି[/caption]
[caption id="attachment_264927" align="aligncenter" width="2200"]
ଅନ୍ତିମ ଯାତ୍ରାର କିଛି ଅସମ୍ଭବ ଭିଡ଼ର ଦୃଶ୍ୟ[/caption]
[caption id="attachment_264926" align="aligncenter" width="2200"]
ଜନସମୁଦ୍ର ମଧ୍ୟରେ ଅଟଳଜୀଙ୍କ ପାର୍ଥିବ ଶରୀର[/caption]
[caption id="attachment_264924" align="aligncenter" width="2200"]
ଅନ୍ତିମ ଯାତ୍ରାର ଆଉ କିଛି ଦୃଶ୍ୟ[/caption]
[caption id="attachment_264923" align="aligncenter" width="2200"]
ଅନ୍ତିମ ଯାତ୍ରାରେ ଅଟଳଜୀ[/caption]
[caption id="attachment_264920" align="aligncenter" width="2200"]
ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାଷ ରାମାରାଓ ଭାମରେଙ୍କ ଶ୍ରଦ୍ଧାଞ୍ଜଳି[/caption]
[caption id="attachment_264919" align="aligncenter" width="2200"]
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶ୍ରଦ୍ଧାଞ୍ଜଳି[/caption]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/H2018081752301.jpg)