‘ପେଟ୍ରୋଲ ପମ୍ପ ଓ ସପିଂ ମଲ୍ ବନ୍ଦ କରିଦେବୁ’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସରକାର ଚାଷୀଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ ଏହା ବିଳଫ ହେଉଛି । ଏବେ ସରକାରଙ୍କୁ କୃଷକମାନ କଡା ଚେତାବନୀ ଦେଇଛନ୍ତି । ଆସନ୍ତା ୪ ତାରିଖରେ ଯଦି ସରକାରଙ୍କ ସହ ଆଲୋଚନା ସଫଳ ନହୁଏ ତେବେ ହରିଆଣାର ସମସ୍ତ […]

farmer-protest-1

farmer-protest-1

Madhupriya Mistry
  • Published: Saturday, 02 January 2021
  • Updated: 02 January 2021, 10:30 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସରକାର ଚାଷୀଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ ଏହା ବିଳଫ ହେଉଛି । ଏବେ ସରକାରଙ୍କୁ କୃଷକମାନ କଡା ଚେତାବନୀ ଦେଇଛନ୍ତି । ଆସନ୍ତା ୪ ତାରିଖରେ ଯଦି ସରକାରଙ୍କ ସହ ଆଲୋଚନା ସଫଳ ନହୁଏ ତେବେ ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ କରିବାକୁ ସେମାନେ ଧମକ ଦେଇଛନ୍ତି ।

ଏଥିସହ ୬ ଜାନୁଆରୀରେ ସରକାରଙ୍କ ବିରୋଧରେ ଟ୍ରାକ୍ଟର ରାଲି ବାହାର କରାଯିବ । କେବଳ ସେତିକି ନୁହଁ ବିଜେପି ବିରୋଧରେ ଦଳ ଛଡ ଆନ୍ଦୋଳନ ଆରମ୍ଭ ହେବ ବୋଲି କୃଷକ ସଙ୍ଗଠନ ଚେତାବନୀ ଦେଇଛନ୍ତି ।

କୃଷକମାନେ ଦାବି କରିଛନ୍ତି ଯେ, ସରକାରୀ ତିନୋଟି ନୂଆ କୃଷି ଆଇନକୁ ରବ୍ଦ କରନ୍ତୁ । ଏହାସହ ଏମଏସପି ଉପରେ ଗ୍ୟାରେଣ୍ଟି ଦିଅନ୍ତୁ ସରକାର । ଏହା ମଧ୍ୟରେ ସରକାର ଓ କୃଷକଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇଛି । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୁଧବାର ଉଭୟ ପକ୍ଷ ମଧ୍ୟରେ ବିଜୁଳି ବିଲ୍ ଉପରେ ଆଲୋଚନା ହୋଇଥିଲା । ତେବେ ପ୍ରସଙ୍ଗ ଭିତ୍ତିକ ସହମତି ହୋଇଥିବା କୁହାଯାଉଛି । କିନ୍ତୁ ଏମଏସପିକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ତେଣୁ ଜାନୁଆରୀ ୪ରେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବ ।

ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନରତ କୃଷକମାନେ କହିଛନ୍ତି ଯେ, ଏବେସୁଦ୍ଧ ସରକାର କେବଳ ୫ ପ୍ରତିଶତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏଯାଏଁ ମୁଖ୍ୟ ଦାବି ପୂରଣ ହୋଇନାହିଁ । କୃଷକ ନେତା ଯୁଦ୍ଧବୀର ସିଂ କହିଛନ୍ତି ଯେ, କେନ୍ଦ୍ର ସରକାର ଭାବୁଛନ୍ତି ଯେ କୃଷକ ଆନ୍ଦୋଳନ ସାହୀନ ବାଗ ଭଳି ଅଟକି ଯିବ । ଏହା ସରକାରଙ୍କ ଭୁଲ ଧାରଣା । ସରକାର ସେମାନଙ୍କୁ ହଟାଇପାରିବେ ନାହିଁ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସରକାର ୪ ଜାନୁଆରୀରେ କୃଷକ ସଙ୍ଗଠନ ସହ ଆଲୋଚନା କରିବେ । ଏହି ଆଲୋଚନାରେ ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ଏହା ଶେଷ ବୈଠକ ହେବ ବୋଲି ସେ ଆଶା କରିଛନ୍ତି ।

ସୂଚନାଯୋଗ୍ୟ ଯଆ, ଦୀର୍ଘ ୩୮ ଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଏକାଠି ହୋଇ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି । ଭିଷଣ ଶୀତ କାକରରେ ବସି ସିଙ୍ଘୁ ବର୍ଡର, ଟିକରୀ ବର୍ଡରରେ କୃଷକମାନ ବକ୍ଷୋଭ ପ୍ରଦଶର୍ନ ଜାରି ରଖିବା ସହ ନିଜ ଜିଦ ଅଟଳ ରହିଛିନ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story