ଫେବୃଆରୀ ୨୭ରେ ଜେଲରୁ ମୁକୁଳି ପାରନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ: ମୁମ୍ବାଇ ଆକ୍ରମଣ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁନେର ୟେରୱାଡା ଜେଲରେ ଥିବା ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫେବ୍ରୁଆରୀ ୨୭ ତାରିଖରେ ମୁକୁଳିବେ। ସଜା ସମାପ୍ତ ହେବାର ୧୧୬ ଦିନ ପୂର୍ବରୁ ସେ ମୁକ୍ତି ପାଇବେ। ଜେଲରେ ଭଲ ବ୍ୟବହାର ଯୋଗୁଁ ତାଙ୍କୁ ସଜା ସମୟ ପୂରିବା ଆଗରୁ ମୁକ୍ତ କରି ଦିଆଯିବା ନେଇ ଆଶା ସଂଚାର ହୋଇଛି। ମହାରାଷ୍ଟ୍ର ସରକାରଙ୍କଠାରୁ ଏନେଇ ଅନୁମତି ମିଳିବା ପରେ ତାଙ୍କର ଆଗୁଆ ଜେଲରୁ ବାହାରିବା ବାଟ ଫିଟି ଯାଇଛି।

୨୦୧୩ ମାର୍ଚ୍ଚରେ ସୁପ୍ରିମକୋର୍ଟ ସଂଜୟ ଦତ୍ତଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇ ଥିଲେ। ପୂର୍ବରୁ ସେ ୧୮ ମାସ ସଜା କାଟି ସାରିଥିଲେ। ବାକି ସଜା ସେ ପୁନେର ୟେରୱାଡା ଜେଲରେ କାଟୁଛନ୍ତି।

ଆହୁରି ପଢ଼ନ୍ତୁ

ପୁଲିସ ରେଡ୍ ପୂର୍ବରୁ ବିକାଶ ଦୁବେକୁ ଆସିଥିଲା ଏକ ଫୋନ୍ କଲ୍, ଆଉ ତା’ପରେ…

୨୪ ଘଣ୍ଟାରେ ୨୪ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

‘ମୋ ମା’କୁ ବଞ୍ଚାଇ ଦିଅ’ ହସ୍ପିଟାଲ ବାହାରେ ପୁଅର ଡାକ କେହି ବି ଶୁଣିଲେନି, ଭିଡିଓ ଭାଇରାଲ