Advertisment

ଫେବୃଆରୀ ୨୭ରେ ଜେଲରୁ ମୁକୁଳି ପାରନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ: ମୁମ୍ବାଇ ଆକ୍ରମଣ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁନେର ୟେରୱାଡା ଜେଲରେ ଥିବା ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫେବ୍ରୁଆରୀ ୨୭ ତାରିଖରେ ମୁକୁଳିବେ। ସଜା ସମାପ୍ତ ହେବାର ୧୧୬ ଦିନ ପୂର୍ବରୁ ସେ ମୁକ୍ତି ପାଇବେ। ଜେଲରେ ଭଲ ବ୍ୟବହାର ଯୋଗୁଁ ତାଙ୍କୁ ସଜା ସମୟ ପୂରିବା ଆଗରୁ ମୁକ୍ତ କରି ଦିଆଯିବା ନେଇ ଆଶା ସଂଚାର ହୋଇଛି। ମହାରାଷ୍ଟ୍ର ସରକାରଙ୍କଠାରୁ ଏନେଇ ଅନୁମତି ମିଳିବା ପରେ […]

ଫେବୃଆରୀ ୨୭ରେ ଜେଲରୁ ମୁକୁଳି ପାରନ୍ତି ସଞ୍ଜୟ ଦତ୍ତ

sanjaydutt

Advertisment

ମୁମ୍ବାଇ: ମୁମ୍ବାଇ ଆକ୍ରମଣ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁନେର ୟେରୱାଡା ଜେଲରେ ଥିବା ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫେବ୍ରୁଆରୀ ୨୭ ତାରିଖରେ ମୁକୁଳିବେ। ସଜା ସମାପ୍ତ ହେବାର ୧୧୬ ଦିନ ପୂର୍ବରୁ ସେ ମୁକ୍ତି ପାଇବେ। ଜେଲରେ ଭଲ ବ୍ୟବହାର ଯୋଗୁଁ ତାଙ୍କୁ ସଜା ସମୟ ପୂରିବା ଆଗରୁ ମୁକ୍ତ କରି ଦିଆଯିବା ନେଇ ଆଶା ସଂଚାର ହୋଇଛି। ମହାରାଷ୍ଟ୍ର ସରକାରଙ୍କଠାରୁ ଏନେଇ ଅନୁମତି ମିଳିବା ପରେ ତାଙ୍କର ଆଗୁଆ ଜେଲରୁ ବାହାରିବା ବାଟ ଫିଟି ଯାଇଛି।

Advertisment

୨୦୧୩ ମାର୍ଚ୍ଚରେ ସୁପ୍ରିମକୋର୍ଟ ସଂଜୟ ଦତ୍ତଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇ ଥିଲେ। ପୂର୍ବରୁ ସେ ୧୮ ମାସ ସଜା କାଟି ସାରିଥିଲେ। ବାକି ସଜା ସେ ପୁନେର ୟେରୱାଡା ଜେଲରେ କାଟୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe