Advertisment

ରବର୍ଟ ଭଦ୍ରା ଓ ଭୁପିନ୍ଦର ସିଂହ ହୁଡ୍ଡାଙ୍କ  ନାଁରେ ଏଫଆଇଆର୍

ନୂଆଦିଲ୍ଲୀ: ୨୦୦୮ ମସିହାରେ ଗୁଡ୍‌ଗାଓଁ ଜମି ଠକେଇ ମାମଲାରେ ରାହୁଲ୍‌ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଭଦ୍ରାଙ୍କ କମ୍ପାନୀ ସ୍କାଏ ଲାଇଟ୍‌ ହସ୍‌ପିଟାଲିଟିକୁ ଗୁର୍‌ଗାଓଁ ସେକ୍ଟର୍‌ ୮୩, ସିକୋହପୁର୍‌ର, ସିକନ୍ଦରାପୁର୍‌, ଖେଡ୍‌କି ଦୌଲା ଏବଂ ସିହିରେ ୭.୫ କୋଟି ଟଙ୍କାରେ ଜମି ଆବଣ୍ଟନ କରାଯାଇଥିଲା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମାଧ୍ୟମରେ ଏହି ଜମି ଆବଣ୍ଟନ ହୋଇଥିଲା। […]

ଅଦ୍ୟତନ ହୋଇଛି
ରବର୍ଟ ଭଦ୍ରା ଓ ଭୁପିନ୍ଦର ସିଂହ ହୁଡ୍ଡାଙ୍କ  ନାଁରେ ଏଫଆଇଆର୍

vdra

Advertisment

ନୂଆଦିଲ୍ଲୀ: ୨୦୦୮ ମସିହାରେ ଗୁଡ୍‌ଗାଓଁ ଜମି ଠକେଇ ମାମଲାରେ ରାହୁଲ୍‌ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ଏଥିରେ ଦର୍ଶାଯାଇଛି ଯେ ଭଦ୍ରାଙ୍କ କମ୍ପାନୀ ସ୍କାଏ ଲାଇଟ୍‌ ହସ୍‌ପିଟାଲିଟିକୁ ଗୁର୍‌ଗାଓଁ ସେକ୍ଟର୍‌ ୮୩, ସିକୋହପୁର୍‌ର, ସିକନ୍ଦରାପୁର୍‌, ଖେଡ୍‌କି ଦୌଲା ଏବଂ ସିହିରେ ୭.୫ କୋଟି ଟଙ୍କାରେ ଜମି ଆବଣ୍ଟନ କରାଯାଇଥିଲା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମାଧ୍ୟମରେ ଏହି ଜମି ଆବଣ୍ଟନ ହୋଇଥିଲା। କିନ୍ତୁ ପରେ ଜମିର କିସମ ପରିବର୍ତ୍ତନ କରି ଭଦ୍ରା ଏହାକୁ ୫୫ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା।

ଅନ୍ୟପଟେ ରବର୍ଟ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ତୈଳ ଦର ବୃଦ୍ଧି ଭଳି ସମସ୍ୟାରୁ ଲୋକଙ୍କ ନଜର ହଟାଇବା ପାଇଁ ଏପରି କରାଯାଇଛି ବୋଲି ଭଦ୍ରା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe