ଦେଶ news ଛତିଶଗଡ଼: ମାଓବାଦୀଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ ସୁକମା: ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଛତିଶଗଡ଼ର ସୁକମାରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଙ୍ଗା ମାଡ଼କାମୀ। ସୁକମାର ଏରାବୋରା ହାଟରେ ମାଓବାଦୀମାନେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି। Rakesh Mallick 11 Oct 2015 10:33 IST maoistସୁକମା: ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଛତିଶଗଡ଼ର ସୁକମାରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଙ୍ଗା ମାଡ଼କାମୀ। ସୁକମାର ଏରାବୋରା ହାଟରେ ମାଓବାଦୀମାନେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ