Advertisment

ଛତିଶଗଡ଼: ମାଓବାଦୀଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ସୁକମା: ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଛତିଶଗଡ଼ର ସୁକମାରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଙ୍ଗା ମାଡ଼କାମୀ। ସୁକମାର ଏରାବୋରା ହାଟରେ ମାଓବାଦୀମାନେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି।

maoist

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe