୩ କର୍ମଚାରୀଙ୍କୁ ୩ କୋଟିର ମର୍ସଡିଜ୍ ଦେଲେ ବ୍ୟବସାୟୀ

ସୁରତ (ଓଡ଼ିଶା ରିପୋର୍ଟର): ପୂର୍ବରୁ ୧୨୦୦ ଜଣ କର୍ମଚାରୀଙ୍କୁ ଡାଟସନ୍‌ କାର୍ ଦେଇ ଚର୍ଚ୍ଚାକୁ ଆସିଥିବା ସୁରତର ହୀରା ବ୍ୟବସାୟୀ ସାବ୍‌ଜି ଢୋଲ୍‌କିଆ ଏବେ କମ୍ପାନୀରେ ୨୫ ବର୍ଷ ପୂରଣ କରିଥିବା ୩ ଜଣ କର୍ମଚାରୀଙ୍କୁ ମର୍ସଡିଜ୍ ବେଞ୍ଜ ଜିଏଲ୍ଏସ୍ ଏସ୍‌ୟୁଭି ଉପହାର ଦେଇଛନ୍ତି। ହରେ କ୍ରିଷ୍ଣା ଏକ୍ସପୋର୍ଟର ମାଲିକ ଢୋଲ୍‌କିଆ ଏଥ‍ପାଇଁ ଜଣ ପିଛା ୧ କୋଟି ଲେଖାଏ ଅର୍ଥାତ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୁରତରେ କମ୍ପାନୀର ଏକ ବିଶେଷ ଉତ୍ସବ ଅବସରରେ […]

ipiccy-collage-1538150812

ipiccy-collage-1538150812

Hemant Lenka
  • Published: Saturday, 29 September 2018
  • Updated: 29 September 2018, 05:46 PM IST

Sports

Latest News

ସୁରତ (ଓଡ଼ିଶା ରିପୋର୍ଟର): ପୂର୍ବରୁ ୧୨୦୦ ଜଣ କର୍ମଚାରୀଙ୍କୁ ଡାଟସନ୍‌ କାର୍ ଦେଇ ଚର୍ଚ୍ଚାକୁ ଆସିଥିବା ସୁରତର ହୀରା ବ୍ୟବସାୟୀ ସାବ୍‌ଜି ଢୋଲ୍‌କିଆ ଏବେ କମ୍ପାନୀରେ ୨୫ ବର୍ଷ ପୂରଣ କରିଥିବା ୩ ଜଣ କର୍ମଚାରୀଙ୍କୁ ମର୍ସଡିଜ୍ ବେଞ୍ଜ ଜିଏଲ୍ଏସ୍ ଏସ୍‌ୟୁଭି ଉପହାର ଦେଇଛନ୍ତି।

ହରେ କ୍ରିଷ୍ଣା ଏକ୍ସପୋର୍ଟର ମାଲିକ ଢୋଲ୍‌କିଆ ଏଥ‍ପାଇଁ ଜଣ ପିଛା ୧ କୋଟି ଲେଖାଏ ଅର୍ଥାତ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୁରତରେ କମ୍ପାନୀର ଏକ ବିଶେଷ ଉତ୍ସବ ଅବସରରେ ସେ ଏହି ଉପହାର ଦେବା ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଆଲୋଚନାର ଵିଷୟ ହୋଇଛି।

ଏହି ଉତ୍ସବରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ହୀରା ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଥିବା ଏହି କମ୍ପାନୀର ୫,୫୦୦ କର୍ମଚାରୀ ଅଛନ୍ତି ଏବଂ ଏହାର ବାର୍ଷିକ ହୀରା ବ୍ୟବସାୟ ୬ ହଜାର କୋଟି ଟଙ୍କାର ବୋଲି ଜଣାପଡ଼ିଛି।

ଏହି ୩ ଜଣ କର୍ମଚାରୀ ୧୩ରୁ ୧୫ ବର୍ଷ ବୟସରେ ଏହି କମ୍ପାନୀରେ ଯୋଗ ଦେଇଥିଲେ। ପରେ ସେମାନେ ହୀରା କାଟିବା, ପଲିଶ୍ କରିବା ଶିଖିବା ସହିତ ବର୍ତ୍ତମାନ କେବଳ କୁଶଳୀ କର୍ମଚାରୀ ନୁହନ୍ତି, ବରଂ କମ୍ପାନୀର ସବୁଠାରୁ ଅଧିକ ବିଶ୍ୱସ୍ତ ବୋଲି ଢୋଲ୍‌କିଆ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story