Advertisment

ଗୁଲବର୍ଗ ଗଣହତ୍ୟା ମାମଲା: ୯ ତାରିଖକୁ ଘୁଞ୍ଚିଲା ଦଣ୍ଡବିଧାନ

ଅହମଦାବାଦ: ବହୁଚର୍ଚ୍ଚିତ ୨୦୦୨ ଗୁଜୁରାଟ ସୋସାଇଟି ଦଙ୍ଗା ଗୁଲବର୍ଗ ଗଣହତ୍ୟା ମାମଲାର ଦଣ୍ଡବିଧାନ ଆସନ୍ତା ୯ତାରିଖକୁ ଘୁଞ୍ଚିଲା। ଅହମଦାବାଦର ସ୍ୱତନ୍ତ୍ର କୋର୍ଟ  ଆଜି ଏହି ମାମଲାର ଦଣ୍ଡବିଧାନ କରିବାର ଥିଲା। ଗତ ୨ ତାରିଖରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ୨୪ ଜଣଙ୍କୁ ଦୋଷୀ  ସ୍ୟାବସ୍ତ କରିଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣ  ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁଜୁରାଟ ଦଙ୍ଗା  ସମୟରେ  ୨୦ ହଜାରରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଗୁଲବର୍ଗ ସୋସାଇଟିରେ  ରହୁଥିବା  […]

ଗୁଲବର୍ଗ ଗଣହତ୍ୟା ମାମଲା: ୯ ତାରିଖକୁ ଘୁଞ୍ଚିଲା ଦଣ୍ଡବିଧାନ

jafri_1

Advertisment

ଅହମଦାବାଦ: ବହୁଚର୍ଚ୍ଚିତ ୨୦୦୨ ଗୁଜୁରାଟ ସୋସାଇଟି ଦଙ୍ଗା ଗୁଲବର୍ଗ ଗଣହତ୍ୟା ମାମଲାର ଦଣ୍ଡବିଧାନ ଆସନ୍ତା ୯ତାରିଖକୁ ଘୁଞ୍ଚିଲା। ଅହମଦାବାଦର ସ୍ୱତନ୍ତ୍ର କୋର୍ଟ  ଆଜି ଏହି ମାମଲାର ଦଣ୍ଡବିଧାନ କରିବାର ଥିଲା। ଗତ ୨ ତାରିଖରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ୨୪ ଜଣଙ୍କୁ ଦୋଷୀ  ସ୍ୟାବସ୍ତ କରିଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣ  ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁଜୁରାଟ ଦଙ୍ଗା  ସମୟରେ  ୨୦ ହଜାରରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଗୁଲବର୍ଗ ସୋସାଇଟିରେ  ରହୁଥିବା  ଲୋକଙ୍କ ଉପରେ  ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ କଂଗ୍ରେସ ସାଂସଦ ଏହସାନ୍ ଜାଫ୍ରୀଙ୍କ ସମେତ ୬୯ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୬୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତେବେ ୩୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe