ପତ୍ନୀଙ୍କ ସହ ଗୁରୁଦ୍ୱାର ପୂଜକ ଗିରଫ, ପବିତ୍ର ଗ୍ରନ୍ଥର ପୃଷ୍ଠାରେ କରୁଥିଲେ ଏମିତି କାମ

ଫିରୋଜପୁର (ପଞ୍ଜାବ): ପବିତ୍ର ଗ୍ରନ୍ଥକୁ ଅସମ୍ମାନ କରିବା ଅଭିଯୋଗରେ ଜଣେ ଗୁରୁଦ୍ୱାର ପୂଜକ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍ ଗିରଫ କରିଛି। ଏମାନେ ହେଲେ ଗୁରଦିତ୍ ସିଂହ ଓ ନିମ୍ରତ୍ କୌର୍‌। ପୁଲିସ୍ କହିଛି- “ପୂଜକ ଗୁର୍‌ଦିତ୍ ଓ ତାଙ୍କ ପତ୍ନୀ ନିମ୍ରତ୍ ସେମାନଙ୍କ ଦୁଇ ପୁଅଙ୍କୁ ପବିତ୍ର ଗ୍ରନ୍ଥର ଚିରା ପୃଷ୍ଠାରେ ରୁଟି ଗୁଡ଼ାଇ ଦେଉଥିଲେ। ସେମାନଙ୍କ ପୁଅମାନେ ଏମିତି ଢଙ୍ଗରେ ସ୍କୁଲ୍‌କୁ ଟିଫିନ୍ ବକ୍ସରେ ରୁଟି ନେଇ ଆସୁଥିଲେ।” ଏ ଘଟଣା ପ୍ରଥମେ ଶିଖ୍ […]

arrest

arrest

Amaresh Biswal
  • Published: Saturday, 01 September 2018
  • Updated: 01 September 2018, 07:59 AM IST

Sports

Latest News

ଫିରୋଜପୁର (ପଞ୍ଜାବ): ପବିତ୍ର ଗ୍ରନ୍ଥକୁ ଅସମ୍ମାନ କରିବା ଅଭିଯୋଗରେ ଜଣେ ଗୁରୁଦ୍ୱାର ପୂଜକ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍ ଗିରଫ କରିଛି। ଏମାନେ ହେଲେ ଗୁରଦିତ୍ ସିଂହ ଓ ନିମ୍ରତ୍ କୌର୍‌।

ପୁଲିସ୍ କହିଛି- “ପୂଜକ ଗୁର୍‌ଦିତ୍ ଓ ତାଙ୍କ ପତ୍ନୀ ନିମ୍ରତ୍ ସେମାନଙ୍କ ଦୁଇ ପୁଅଙ୍କୁ ପବିତ୍ର ଗ୍ରନ୍ଥର ଚିରା ପୃଷ୍ଠାରେ ରୁଟି ଗୁଡ଼ାଇ ଦେଉଥିଲେ। ସେମାନଙ୍କ ପୁଅମାନେ ଏମିତି ଢଙ୍ଗରେ ସ୍କୁଲ୍‌କୁ ଟିଫିନ୍ ବକ୍ସରେ ରୁଟି ନେଇ ଆସୁଥିଲେ।”

ଏ ଘଟଣା ପ୍ରଥମେ ଶିଖ୍ ଷ୍ଟୁଟେଣ୍ଟ୍‌ ଫେଡେରେସନ୍‌ (ମେହତା)ର ଦୃଷ୍ଟିକୁ ଆସିଥିଲା। ପରେ ସଂଘର ସଦସ୍ୟମାନେ ଏହାର ଯାଞ୍ଚ କରିଥିଲେ ଓ ପୁଲିସ୍‌କୁ ସୂଚନା ଦେଇଥିଲେ।

ଶିଖ୍‌ ଛାତ୍ର ସଂଘର ଅଧ୍ୟକ୍ଷ ଜସ୍‌ପାଲ୍‌ ସିଂହ କହିଛନ୍ତି- “ଆମ ପାଖରେ ଏ ସଂପର୍କିତ ସୂଚନା ପହଞ୍ଚିବା ପରେ ଆମେ ଯାଞ୍ଚ୍‌ କରିଥିଲୁ। ସ୍କୁଲ୍‌ ନିକଟରେ ପବିତ୍ର ଗ୍ରନ୍ଥର ଚିରା ହୋଇଥିବା ପୃଷ୍ଠା ଏଣେ ତେଣେ ପଡ଼ିଥିବା ଦେଖିଥିଲୁ। ଏହାପରେ ଅଲିକେ ରୋଡ଼୍‌ସ୍ଥିତ ବାଗ୍‌ ବଲୀ ବସ୍ତିରେ ରହୁଥିବା ଉକ୍ତ ପୂଜକଙ୍କ ଘରକୁ ଯାଇଥିଲୁ। ତାଙ୍କ ରୋଷେଇ ଘରେ ପବିତ୍ର ଗ୍ରନ୍ଥର କିଛି ପୃଷ୍ଠା ପାଇଥିଲୁ। ଏଥିରୁ ଜଣାପଡ଼ିଥିଲା, ତାଙ୍କ ପତ୍ନୀ ନିୟମିତ ଭାବେ ଏଥିରେ ଖାଦ୍ୟ ଗୁଡ଼ାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ ଓ ସେହି ଉଦ୍ଦେଶ୍ୟରେ ସେଗୁଡ଼ିକୁ ରଖିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story