Advertisment

ଟିକା ନେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ହେଲା କରୋନା

ଚଣ୍ଡିଗଡ଼: ନିକଟରେ କରୋନା ଟିକା ‘କୋଭାକ୍ସିନ୍’କୁ ସ୍ୱେଚ୍ଛାକୃତ ଭାବରେ ନେଇଥିଲେ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଟ୍ୱିଟ୍ କରି ଅନୀଲ ଭିଜ୍ ନିଜେ ଏହି ସୂଚନା ଦେଇଛନ୍ତି। ଏବେ ସେ ଅମ୍ୱାଲା ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରାଇବା ସହିତ ସଂଘରୋଧରେ ରହିବା ପାଇଁ ଆହ୍ୱାନ କରିଛନ୍ତି ଅନୀଲ। I have been tested Corona positive. I […]

ଅଦ୍ୟତନ ହୋଇଛି
ଟିକା ନେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ହେଲା କରୋନା

covaxin

Advertisment

ଚଣ୍ଡିଗଡ଼: ନିକଟରେ କରୋନା ଟିକା ‘କୋଭାକ୍ସିନ୍’କୁ ସ୍ୱେଚ୍ଛାକୃତ ଭାବରେ ନେଇଥିଲେ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଟ୍ୱିଟ୍ କରି ଅନୀଲ ଭିଜ୍ ନିଜେ ଏହି ସୂଚନା ଦେଇଛନ୍ତି। ଏବେ ସେ ଅମ୍ୱାଲା ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରାଇବା ସହିତ ସଂଘରୋଧରେ ରହିବା ପାଇଁ ଆହ୍ୱାନ କରିଛନ୍ତି ଅନୀଲ।

Advertisment

https://twitter.com/anilvijminister/status/1335093819654619137?s=20

ସୂଚନାଯୋଗ୍ୟ, ଗତମାସରେ ଇଣ୍ଡିଆଲ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକା ନେଇଥିଲେ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ। ଅକ୍ଟୋବରରେ ଭାରତ ବାୟୋଟେକ୍ କହିଥିଲା କୋଭାକ୍ସିନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି।

ଅଧିକ ପଢନ୍ତୁ : ‘କରୋନା ମହାମାରୀର ଅନ୍ତ ପାଇଁ ବିଶ୍ୱ ଏବେ ସ୍ୱପ୍ନ ଦେଖିବା ଦରକାର’

Advertisment
Corona COVID-19 Corona Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe