Advertisment

ଫେବୃଆରୀ ୧୮ରୁ ୨୧ ଯାଏ କୁଲଭୂଷଣଙ୍କ ଶୁଣାଣି

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲା ଶୁଣାଣି ପୁଣି ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଆରମ୍ଭ ହେବ। ଆସନ୍ତା ବର୍ଷ ଫେବୃଆରୀ ୧୮ରୁ ୨୧ ଯାଏ ଆଇସିଜେ କୁଲଭୂଷଣଙ୍କ ମାମଲାର ମାରାଥନ ଶୁଣାଣି କରିବେ। ଡେନ୍‌ମାର୍କର ହଗ୍‌ଠାରେ ହିଁ ଏହାର ଶୁଣାଣି କରାଯିବ। ଗୁଇନ୍ଦାଗିରି ଅଭିଯୋଗରେ କୁଲଭୂଷଣଙ୍କୁ ପାକିସ୍ତାନ ଗିରଫ କରି ଗତବର୍ଷ ଏପ୍ରିଲରେ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲା। ତେବେ ଭାରତ ଏହା […]

ଫେବୃଆରୀ ୧୮ରୁ ୨୧ ଯାଏ କୁଲଭୂଷଣଙ୍କ ଶୁଣାଣି

as

Advertisment

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲା ଶୁଣାଣି ପୁଣି ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଆରମ୍ଭ ହେବ। ଆସନ୍ତା ବର୍ଷ ଫେବୃଆରୀ ୧୮ରୁ ୨୧ ଯାଏ ଆଇସିଜେ କୁଲଭୂଷଣଙ୍କ ମାମଲାର ମାରାଥନ ଶୁଣାଣି କରିବେ। ଡେନ୍‌ମାର୍କର ହଗ୍‌ଠାରେ ହିଁ ଏହାର ଶୁଣାଣି କରାଯିବ।

Advertisment

ଗୁଇନ୍ଦାଗିରି ଅଭିଯୋଗରେ କୁଲଭୂଷଣଙ୍କୁ ପାକିସ୍ତାନ ଗିରଫ କରି ଗତବର୍ଷ ଏପ୍ରିଲରେ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲା। ତେବେ ଭାରତ ଏହା ବିରୋଧରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲେ। ଆଇସିଜେର ୧୦ ଜଣିଆ ବିଚାରପତିମଣ୍ଡଳୀ ଏହାର ଶୁଣାଣି କରି ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe