Advertisment

ସକାଳୁ ସକାଳୁ ବାଦଲ ଫଟା ବର୍ଷା, ରାସ୍ତାରେ ପାଣି

ଚେନ୍ନାଇ: ସାରା ଦେଶ ଶୀତକୁ ଅନୁଭବ କରିବା ଆରମ୍ଭ କରିଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ଦେଶର ଦକ୍ଷିଣ ଭାଗରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଘଡ଼ଘଡି, ବିଜୁଳି ସହିତ ପ୍ରବଳ ବର୍ଷା ତାମିଲନାଡୁର ରାଜଧାନୀ ଚେନ୍ନାଇକୁ ଭିଜାଇଛି। ପ୍ରବଳ ବର୍ଷାର ପ୍ରଭାବରେ ସକାଳୁ ସକାଳୁ ରାସ୍ତାରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ବୁଧବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଥିଲା ଯେ ତାମିଲନାଡୁ ଏବଂ କେରଳ ସମେତ କିଛି ସ୍ଥାନରେ ଉତ୍ତର-ପୂର୍ବ ମୌସୁମୀର ପ୍ରଭାବ ଦେଖିବାକୁ […]

ଅଦ୍ୟତନ ହୋଇଛି
ସକାଳୁ ସକାଳୁ ବାଦଲ ଫଟା ବର୍ଷା, ରାସ୍ତାରେ ପାଣି

chennai rain

Advertisment

ଚେନ୍ନାଇ: ସାରା ଦେଶ ଶୀତକୁ ଅନୁଭବ କରିବା ଆରମ୍ଭ କରିଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ଦେଶର ଦକ୍ଷିଣ ଭାଗରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଘଡ଼ଘଡି, ବିଜୁଳି ସହିତ ପ୍ରବଳ ବର୍ଷା ତାମିଲନାଡୁର ରାଜଧାନୀ ଚେନ୍ନାଇକୁ ଭିଜାଇଛି। ପ୍ରବଳ ବର୍ଷାର ପ୍ରଭାବରେ ସକାଳୁ ସକାଳୁ ରାସ୍ତାରେ ପାଣି ଚାଲିଥିବା ଦେଖିବାକୁ ମିଳିଛି।

Advertisment

ବୁଧବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଥିଲା ଯେ ତାମିଲନାଡୁ ଏବଂ କେରଳ ସମେତ କିଛି ସ୍ଥାନରେ ଉତ୍ତର-ପୂର୍ବ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଏଥିସହିତ ଚେନ୍ନାଇ ଉପରେ ମେଘୁଆ ଆକାଶ ଏବଂ ହାଲୁକା ରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପଢ଼ନ୍ତୁ : ଅଧା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ

Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe