/odisha-reporter/media/post_attachments/uploads/2015/10/himachal_650_1008150945451.jpg)
himachal
ଶିମଲା: ହିମାଚଳ ପ୍ରଦେଶରେ ଗୁରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟାରେ ଭୂକମ୍ପ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ମପାଯାଇଛି। ଭୂକମ୍ପ ଅନୁଭୂତ ହେବା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଚାଲି ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
