ଜୟପୁର :ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ‘ହେଲିନା’ର ସଫଳ ପରୀକ୍ଷଣ ହୋଇଛି। ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ॥ ଗତକାଲି ମିସାଇଲ୍ ହେଲିନାର ପରୀକ୍ଷଣ ରାଜସ୍ଥାନରେ କରାଯାଇଛି।
ଏହି କ୍ଷେପଣାସ୍ତ୍ର ଯେକୌଣସି ଶତ୍ରୁ ଟ୍ୟାଙ୍କ୍କୁ ଧ୍ୱଂସ କରିବାର କ୍ଷମତା ରଖିଛି। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ, ଡିଆରଡିଓ ଏବଂ ଭାରତୀୟ ବାୟୁ ସେନାର ମିଳିତ ଉଦ୍ୟମରେ ନିର୍ମତ ହୋଇଛି ଏହି କ୍ଷେପଣାସ୍ତ୍ର। ଭାରତୀୟ ବାୟୁସେନା ହେଲିକପ୍ଟରରୁ ଏହି ମିଜାଇଲକୁ ପୋଖରାନ୍ ଅଞ୍ଚଳରେ ପରୀକ୍ଷଣ କରାଯାଇଥିଲା। ମିସାଇଲ୍ ହେଲିନାର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ସମେତ ହାଲ୍, ବାୟୁସେନାକୁ ଧନ୍ୟବାଦ ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ, ଆଉ ତା’ ପରେ: ଭିଡିଓ ଭାଇରାଲ୍
ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା।
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।
Viral
୮ ଥର ପଲଟିଲା କାର୍, ତଥାପି... : ଦେଖନ୍ତୁ ଭିଡିଓ
ସେମାନେ କାର୍ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।
Politics
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।
National
ଏମଆରଆଇ ସେଣ୍ଟରର ଚେଞ୍ଜିଂ ରୁମ୍ରେ ଲାଗିଥିଲା ମୋବାଇଲ, ଦେଖିଦେଲେ ମହିଳା
ଉକ୍ତ ମୋବାଇଲରେ ରେକର୍ଡ ହେଉଥିଲା ମହିଳାଙ୍କ ଆପତ୍ତିଜନକ ଭିଡିଓ। କିଛି ଦିନ ପୂର୍ବେ ଉକ୍ତ ଏମଆରଆଇ ସେଣ୍ଟରରେ କାମ ଆରମ୍ଭ କରିଥିବା ଜଣେ ଯୁବକ ହିଁ ଏପରି କାମ କରିଥିବା ଜଣାଯାଇଛି।