ହାଇଦ୍ରାବାଦ ବୋମା ବିସ୍ଫୋରଣ: ୪ରେ ଆସିବ ଚୂଡ଼ାନ୍ତ ରାୟ, ୪୨ ଲୋକଙ୍କର ଯାଇଥିଲା ଜୀବନ

ହାଇଦ୍ରାବାଦ:୨୦୦୭ ଅଗଷ୍ଟ ୨୫ରେ ହାଇଦ୍ରାବାଦରେ ହୋଇଥିବା ବହୁଚର୍ଚ୍ଚିତ ଦୁଇଟି ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ  ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଆସିବ। ଏହି ବୋମା ବିସ୍ଫୋରଣରେ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଉଭୟ ପକ୍ଷର ବିଚାର ଶୁଣିବା ଏବଂ ମାମଲାର ଶୁଣାଣି ଅନ୍ତିମ ପର୍ଯ୍ୟାୟ ଗତ ଅଗଷ୍ଟ ୭ ତାରିଖରେ ପହଞ୍ଚିଥିବା ବେଳେ ଏ ସମ୍ପର୍କିତ ଚୂଡ଼ାନ୍ତ ରାୟ ଅଗଷ୍ଟ ୨୭ ତାରିଖ ଅର୍ଥାତ ଆଜି ଆସିବା […]

bomb-1

bomb-1

Tapas Behera
  • Published: Monday, 27 August 2018
  • Updated: 27 August 2018, 04:30 PM IST

Sports

Latest News

ହାଇଦ୍ରାବାଦ:୨୦୦୭ ଅଗଷ୍ଟ ୨୫ରେ ହାଇଦ୍ରାବାଦରେ ହୋଇଥିବା ବହୁଚର୍ଚ୍ଚିତ ଦୁଇଟି ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ  ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଆସିବ। ଏହି ବୋମା ବିସ୍ଫୋରଣରେ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଉଭୟ ପକ୍ଷର ବିଚାର ଶୁଣିବା ଏବଂ ମାମଲାର ଶୁଣାଣି ଅନ୍ତିମ ପର୍ଯ୍ୟାୟ ଗତ ଅଗଷ୍ଟ ୭ ତାରିଖରେ ପହଞ୍ଚିଥିବା ବେଳେ ଏ ସମ୍ପର୍କିତ ଚୂଡ଼ାନ୍ତ ରାୟ ଅଗଷ୍ଟ ୨୭ ତାରିଖ ଅର୍ଥାତ ଆଜି ଆସିବା ନେଇ ଧାର୍ଯ୍ୟ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ତାରିଖକୁ ସେପ୍ଟେମ୍ବର ୪କୁ ଘୁଞ୍ଚାଇଦିଆଯାଇଛି।

ସୂଚନା ଅନୁଯାୟୀ ଗୋଟିଏ ଘଟଣା କୋଟି ଇଲାକା ଗୋକୁଳ ଚାଟ୍‌ରେ ଘଟିଥିଲା ବେଳେ ଅନ୍ୟଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଲୁମ୍ବିନି ପାର୍କରେ ଘଟିଥିଲା। ଏହି ଘଟଣାରେ ପୁଲିସ ଦୁଇଟି ଜାଗାରୁ ଦୁଇଟି ପରିଚୟପତ୍ର(ଆଇଡି) ଜବତ କରିଥିଲା।  ତେବେ ଘଟଣାର ୧୧ ବର୍ଷ ପରେ ଏହାର ଚୂଡ଼ାନ୍ତ ରାୟ ଆସିବାକୁ ଯାଉଛି।ଏହି ମାମଲାରେ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି ଜାରି ରହିଥିଲା। ମାମଲାରେ ତେଲେଙ୍ଗାନା ଗୋଇନ୍ଦା ସେଲ ୭ ଜଣଙ୍କ ନାମରେ ଆତଙ୍କ ଖେଳାଇ ଥିବା ଚାର୍ଜସିଟ୍‌ ଦାଖଲ କରିଥିଲା।

ଘଟଣାରେ ଇଣ୍ଡିଆନ୍‌ ମୁଜାହିଦ୍ଦିନର ପ୍ରତିଷ୍ଠାତା ରିୟାଜ୍‌ ଭଟକଲ ଏବଂ ଇକ୍‌ବାଲ ଭଟକଲ ମାଷ୍ଟରମାଇଣ୍ଡ ଥିବା ପୋଲିସ  ତଦନ୍ତରୁ ଜଣାପଡ଼ିଥିଲା।  ସେହିପରି ଏଥିରେ ଅନ୍ୟ ଅଭିଯୁକ୍ତ ଅନିକ୍‌ ଶଫିକ୍‌ ସଇଦ୍‌, ମହମ୍ମଦ ଅକବର ଇସ୍ମାଇଲ୍‌, ଫାରୁକ୍‌ ଶର୍ଫୁଦ୍ଦିନ୍‌, ମହମ୍ମଦ ସାଦିକ୍‌ ସାମିଲ ଥିଲେ। ତେବେ ଏବେ ବି ରିୟାଜ୍‌ ଭଟକଲ ଏବଂ ଇକ୍‌ବାଲ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story