Advertisment

ହାଇଦ୍ରାବାଦ: ଡିଆରଡିଓ ମିଜାଇଲ ବିଭାଗରେ ବିସ୍ଫୋରଣ

ହାଇଦ୍ରାବାଦ: ହାଇଦ୍ରାବାଦ ଡିଆରଡିଓ ମିଜାଇଲ୍ ବିଭାଗରେ ଶନିବାର ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦହନଶୀଳ ସାମଗ୍ରୀ ନଷ୍ଟ କରାଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସବିଶେଷ ରିପୋର୍ଟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

hydrabad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe