Advertisment

IBPS clerk ୨୦୧୮ର ନୋଟିଫିକେସନ୍‌ ଜାରି, ସେପ୍ଟେମ୍ବର ୧୮ରୁ ଆବେଦନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନେଲ (IBPS) କ୍ଲର୍କର ନିଯୁକ୍ତି ପାଇଁ ନୋଟିଫିକେସନ୍‌ ଜାରି କରିଛି। ଏହା ଆବେଦନକାରୀଙ୍କ ପାଇଁ ଖୁବ୍‌ ଭଲ ସୁଯୋଗ। ସୂଚନାଯୋଗ୍ୟ, ଏହି ପରୀକ୍ଷା ମାଧ୍ୟମରେ ଇଲ୍‌ହାବାଦ୍‌, କାନାରା ବ୍ୟାଙ୍କ୍‌,ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ସମେତ ଆହୁରି ଅନେକ ବ୍ୟାଙ୍କ୍‌ରେ ନିଯୁକ୍ତି କରାଯିବ। IBPS ପ୍ରିଲିମ୍‌ ପରୀକ୍ଷା ଡିସେମ୍ବର ୮, ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଆୟୋଜିତ କରାଯିବ। ଏଥିରେ କ୍ୱାଲିଫାଏ କରିଲେ ମେନ୍‌ ପରୀକ୍ଷା […]

author-image
Sangita Sahoo
ଅଦ୍ୟତନ ହୋଇଛି
IBPS clerk ୨୦୧୮ର ନୋଟିଫିକେସନ୍‌ ଜାରି, ସେପ୍ଟେମ୍ବର ୧୮ରୁ ଆବେଦନ

bank

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନେଲ (IBPS) କ୍ଲର୍କର ନିଯୁକ୍ତି ପାଇଁ ନୋଟିଫିକେସନ୍‌ ଜାରି କରିଛି। ଏହା ଆବେଦନକାରୀଙ୍କ ପାଇଁ ଖୁବ୍‌ ଭଲ ସୁଯୋଗ।

Advertisment

ସୂଚନାଯୋଗ୍ୟ, ଏହି ପରୀକ୍ଷା ମାଧ୍ୟମରେ ଇଲ୍‌ହାବାଦ୍‌, କାନାରା ବ୍ୟାଙ୍କ୍‌,ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ସମେତ ଆହୁରି ଅନେକ ବ୍ୟାଙ୍କ୍‌ରେ ନିଯୁକ୍ତି କରାଯିବ।

[caption id="attachment_276082" align="aligncenter" width="750"]photo image credit-navbharattimes[/caption]

Advertisment

IBPS ପ୍ରିଲିମ୍‌ ପରୀକ୍ଷା ଡିସେମ୍ବର ୮, ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଆୟୋଜିତ କରାଯିବ। ଏଥିରେ କ୍ୱାଲିଫାଏ କରିଲେ ମେନ୍‌ ପରୀକ୍ଷା ଦେଇ ପାରିବେ।  ମେନ୍‌ ଜାନୁଆରୀ ୨୦୧୯ରେ ଅନୁଷ୍ଠିତ ହେବ।

ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ସେପ୍ଟେମ୍ବର ୧୮, ୨୦୧୮ରୁ ଆରମ୍ଭ ହୋଇଯିବ। ଆଉ ଶେଷ ଆବେଦନ ତାରିଖ ଅକ୍ଟୋବର ୧୦।