bjp
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଜି ନୂଆ ସାମାଜିକ-ଅର୍ଥନୈତିକ ଓ ଜାତିଗତ ଜନଗଣନା ରିପୋର୍ଟ ଏସ୍ଇସିସି ଉନ୍ମୋଚନ କରିଛନ୍ତି। ଜାତି ଆଧାରରେ ଏହି ଜନଗଣନା ରିପୋର୍ଟ ପ୍ରସ୍ତୁତ ହୋଇଛି। ଦେଶର ୧୭.୯ କୋଟି ଲୋକଙ୍କ ବିଷୟରେ ଏହି ରିପୋର୍ଟରେ ବିସ୍ତୃତ ସୂଚନା ରହିଛି। ଦସ୍ତାବିଜରେ ରହିଥିବା ତଥ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ବିଭିନ୍ନ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇପାରିବ ବୋଲି ଅରୁଣ ଜେଟଲି କହିଛନ୍ତି। ଏହା ଭାରତର ବାସ୍ତବିକ ଚିତ୍ର ଜାଣିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜେଟଲି ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
