ବାହାରିବ କି ସମାଧାନର ବାଟ? ଭାରତ-ଚୀନ ମଧ୍ୟରେ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଏହି ବୈଠକରେ ଉଭୟ ଚୀନ-ଭାରତ, ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରୁ ସମାଧାନର ବାଟ ବାହାରିବ […]

india-china-stand-off

india-china-stand-off

Madhupriya Mistry
  • Published: Sunday, 24 January 2021
  • Updated: 24 January 2021, 02:42 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଏହି ବୈଠକରେ ଉଭୟ ଚୀନ-ଭାରତ, ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଇଛି।

ଚୀନ୍ ସୀମା ରେଖା ସ୍ଥିତ ମୋଲ୍ଡୋରେ ଏହି  ବୈଠକ ଅନୁଷ୍ଠିତ ହୋଇଛି । ମୋଲ୍ଡୋ ଭାରତସ୍ଥିତ ଚୁଶୁଲ ସେକ୍ଟରର ଠିକ୍ ବିପରୀତରେ ଚୀନ ସୀମା ମଧ୍ୟରେ ଅବସ୍ଥିତ। ପ୍ରତିଥର ଭଳି ରବିବାର ମଧ୍ୟ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ ଆଲୋଚନା ବେଳେ ଉପସ୍ଥିତ ରହିବେ । ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ  ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ ।

ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଗତ ୯ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବଢ଼ାଇବା ସହ ଏବଂ ଭାରି ହତିଆର ମୁତୟନ କରିଛନ୍ତି। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story