ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲା

ନୂଆଦିଲ୍ଲୀ:ଭାରତ ସମେତ ବିଶ୍ୱର ୧୮୦ରୁ ଉର୍ଦ୍ଧ୍ୱ ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିଚାଲିଛି। ବର୍ତ୍ତମାନ ସୁଦ୍ଧା ୨.୪୯କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ବିଶ୍ୱ ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ଏଯାବତ ୮.୪୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସକାଳ ସୁଦ୍ଧା ଜାରି କରାଯାଇଥିବା ତଥ୍ୟ […]

corona

corona

Pragnya Choudhury
  • Published: Sunday, 30 August 2020
  • Updated: 30 August 2020, 01:25 PM IST

Sports

Latest News

ନୂଆଦିଲ୍ଲୀ:ଭାରତ ସମେତ ବିଶ୍ୱର ୧୮୦ରୁ ଉର୍ଦ୍ଧ୍ୱ ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିଚାଲିଛି। ବର୍ତ୍ତମାନ ସୁଦ୍ଧା ୨.୪୯କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ବିଶ୍ୱ ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ଏଯାବତ ୮.୪୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି।

କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସକାଳ ସୁଦ୍ଧା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୩ ରହିଛି। ଗତ ୨୪ ଘଣ୍ଟାରେ ଅର୍ଥାତ୍ ଶନିବାର ସକାଳ ୮ଟାରୁ ରବିବାର ସକାଳ ୮ ସୁଦ୍ଧା ୭୮,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଏହା ହେଉଛି ସର୍ବାଧିକ ସଂଖ୍ୟା।

୨୪ ଘଣ୍ଟାରେ ଦେଶରେ ୯୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୩,୪୯୮ରେ ପହଞ୍ଚିଛି। ତେବେ ୨୭,୧୩,୯୩୩ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ରିକଭରୀ ରେଟ୍ ବା ସୁସ୍ଥ ହାର ୭୬.୬ ପ୍ରତିଶତ ରହିଛି। ପଜିଟିଭିଟି ରେଟ୍ ୭.୪୬ ପ୍ରତିଶତ ରହିଛି। ଅଗଷ୍ଟ ୨୯ରେ ୧୦,୫୫,୦୨୭ ନମୁନା ଟେଷ୍ଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪,୧୪,୬୧,୬୩୬ ନମୁନା ପରୀକ୍ଷଣ ସରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story