ରୋହିତ ଓ ଶିଖରଙ୍କ ଗ୍ରାଣ୍ଡ ଶୋ', ୯ ୱିକେଟରେ ହାରିଲା ପାକିସ୍ତାନ

ଦୁବାଇ:ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଧୂଆଁଧାର ଶତକ ବଳରେ ଏସିଆ କପରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ ଇଣ୍ଡିଆ। ରବିବାର ଏସିଆ କପର ସୁପର ୪ ମୁକାବିଲାରେ ଟିମ ଇଣ୍ଡିଆ ଏକତରଫା ଭାବେ ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ଦେଇଥିବା ୨୩୮ରନର ଟାର୍ଗେଟକୁ ଭାରତ ଅତିସହଜରେ ୩୯.୩ ଓଭରରେ ହାସଲ କରି ନେଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଏସିଆ କପ ଫାଇନାଲରେ ପ୍ରବେଶ […]

rohit-dhawan

rohit-dhawan

Hemant Lenka
  • Published: Sunday, 23 September 2018
  • Updated: 24 September 2018, 04:01 AM IST

Sports

Latest News

ଦୁବାଇ:ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଧୂଆଁଧାର ଶତକ ବଳରେ ଏସିଆ କପରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ ଇଣ୍ଡିଆ।

ରବିବାର ଏସିଆ କପର ସୁପର ୪ ମୁକାବିଲାରେ ଟିମ ଇଣ୍ଡିଆ ଏକତରଫା ଭାବେ ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି।

ପାକିସ୍ତାନ ଦେଇଥିବା ୨୩୮ରନର ଟାର୍ଗେଟକୁ ଭାରତ ଅତିସହଜରେ ୩୯.୩ ଓଭରରେ ହାସଲ କରି ନେଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଏସିଆ କପ ଫାଇନାଲରେ ପ୍ରବେଶ କରିଛି।

ଶିଖର ୧୦୦ଟି ବଲରେ ବିସ୍ପୋରକ ୧୧୪ ରନ କରି ରନ ଆଉଟ ହୋଇଥିବାବେଳେ ଅଧିନାୟକ ତଥା ଅନ୍ୟତମ ଓପନର ରୋହିତ ଶର୍ମା ୧୧୧ ରନ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ରହିଥିଲେ।

ଦମଦାର ଇନିଂସ ପାଇଁ ଶିଖରଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ମାତ୍ର୨୩୭ ରନ କରିବାରେ ସଫଳ ହୋଇଥିଲା।

୨୩୮ ରନର ବିଜଯ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଦୁଇ ଓପନର ଦଳ ପାଇଁ ଜବରଦସ୍ତ ଆରମ୍ଭ କରିଥିଲେ। ରୋହିତ ଓ ଶିଖର ପ୍ରଥମ ୱିକେଟ ପାଇଁ ୩୩ ଓଭର ସୁଦ୍ଧା ୨୧୦ ରନ ସଂଗ୍ରହ କରିଥିଲେ।

ତେବେ ଦଳୀୟ ସ୍କୋର୨୧୦ ରନ ଥିବାବେଳେ ଶିଖର ବ୍ୟକ୍ତିଗତ ୧୧୪ ରନ କରି ରନ ଆଉଟ ହୋଇ ଯାଇଥିଲେ। ଶିଖରଙ୍କ ସ୍ଥାନରେ ଆସିଥିବା ଅମ୍ବାତି ରାଇଡୁ ଶେଷ ଯାଏ ୧୨ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୋଏବ ମାଲିକଙ୍କ ୭୫ରନ ବଳରେ ପାକିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ୨୩୭ ରନ ସ୍କୋର କରିଥିଲା।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୁମ୍ରା, ଚହଲ୍‌ ଓ କୁଲ୍‌ଦୀପ୍‌ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story