ବୟଫ୍ରେଣ୍ଡଙ୍କ ସହ ବୁଲିବାକୁ ଯାଇଥିଲେ ଯୁବତୀ, ମାଡ଼ ମାରି ଦୁଷ୍କର୍ମ କଲେ ୧୦ ଜଣ

ଚାଇବାସା: ଝାରଖଣ୍ଡର ଚାଇବାସାରୁ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୨୬ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ପୁଲିସ୍‌ ଶନିବାର ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ ୧୦ ଅଭିଯୁକ୍ତଙ୍କର କୌଣସି ପ୍ରକାରର ପତ୍ତା ମିଳିନାହିଁ। ପୀଡ଼ିତା ଜଣଙ୍କ ଗୋଟିଏ ବଡ଼ ଆଇଟି କମ୍ପାନୀରେ କାମ କରନ୍ତି। ପୂର୍ବରୁ ସେ ଅଫିସ ଯାଉଥିଲେ। କିନ୍ତୁ ଏବେ କିଛି ଦିନ […]

stop-rape

stop-rape

Hemant Lenka
  • Published: Saturday, 22 October 2022
  • Updated: 22 October 2022, 03:24 PM IST

Sports

Latest News

ଚାଇବାସା: ଝାରଖଣ୍ଡର ଚାଇବାସାରୁ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୨୬ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ପୁଲିସ୍‌ ଶନିବାର ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଏଯାଏ ୧୦ ଅଭିଯୁକ୍ତଙ୍କର କୌଣସି ପ୍ରକାରର ପତ୍ତା ମିଳିନାହିଁ। ପୀଡ଼ିତା ଜଣଙ୍କ ଗୋଟିଏ ବଡ଼ ଆଇଟି କମ୍ପାନୀରେ କାମ କରନ୍ତି। ପୂର୍ବରୁ ସେ ଅଫିସ ଯାଉଥିଲେ। କିନ୍ତୁ ଏବେ କିଛି ଦିନ ହେଲେ ଘରେ ରହି ନିଜର କାମ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ସ୍ଥାନୀୟ ଏରୋଡ୍ରମକୁ ବୁଲିବାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି।

ପଶ୍ଚିମ ସିଂହଭୂମି ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି, ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସ୍‌ଆଇଟି ଗଠନ ହୋଇଛି। ଏସ୍‌ଡିପିଓ (ସଦର) ଦିଲୀପ ଖାଲଖୋ ଏସ୍‌ଆଇଟିର ନେତୃତ୍ୱ ନେଉଛନ୍ତି। କିଛି ଯୁବକଙ୍କୁ ଘଟଣା ପାଇଁ ଅଟକ ରଖି ପଚରାଉଚରା କରାଯାଉଥିବା ସେ କହିଛନ୍ତି। ହେଲେ ପୁଲିସ୍‌ କେତେ ଜଣଙ୍କୁ ଅଟକ ରଖିଛି, ସେକଥା ଜଣାପଡ଼ିନି। କିନ୍ତୁ ସୂତ୍ର ଅନୁସାରେ, ସ୍ଥାନୀୟ ଗାଁର ୩ ଜଣ ଯୁବକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ କହିଛି ଯେ ପୀଡ଼ିତା ଜଣଙ୍କ ଘର ଚାଇବାସାର ସଦର ଅଞ୍ଚଳରେ। ତାଙ୍କର ମେଡିକାଲ ଟେଷ୍ଟ ଚାଇବାସା ସଦର ହସ୍ପିଟାଲରେ କରାଯାଇଛି। ସେ ସନ୍ଧ୍ୟା ପ୍ରାୟ ୫.୩୦ରେ ଏରୋଡ୍ରମ ଯାଇଥିଲେ ଓ ଘଟଣା ୭.୩୦ରେ ଘଟିଛି। ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଓ ତାଙ୍କ ବୟଫ୍ରେଣ୍ଡ ଏରୋଡ୍ରମରେ ବୁଲୁଥିବା ବେଳେ ହଠାତ୍‌ ୧୦ ଜଣ ଅଜଣା ଯୁବକ ସେଠାରେ ପହଞ୍ଚିଥିଲେ।

ସେମାନେ ଏରୋଡ୍ରମକୁ ଆସିଥିବାରୁ ଯୁବକମାନେ ଆପତ୍ତି ଉଠାଇଥିଲା। ଏତିକି ବେଳେ ୨ ଜଣ ଯୁବକ ତାଙ୍କ ବୟଫ୍ରେଣ୍ଡକୁ ମାଡ଼ ମାରିଥିଲେ। ଭୟରେ ବୟଫ୍ରେଣ୍ଡ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

୧୦ ଜଣଙ୍କ ଯୌନ ନିର୍ଯାତନାରେ ଯୁବତୀ ଜଣଙ୍କ ଅଚେତ ହୋଇଯିବାରୁ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଯୁବତୀ ଜଣଙ୍କ ବହୁ କଷ୍ଟରେ ସ୍ଥାନୀୟ ଦୋକାନରେ ପହଞ୍ଚିଥିଲେ ଓ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story