Advertisment

ଭୟଙ୍କର ହିମ ସ୍ଖଳନ, ଚାଲିଗଲା ୩ ଯବାନଙ୍କ ଜୀବନ

ଶ୍ରୀନଗର: ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ମାଚ୍ଛିଲ ସେକ୍ଟରରେ ଭୟଙ୍କର ହିମ ସ୍ଖଳନ ଘଟିଛି। ଏହି ସେକ୍ଟରର ସମ୍ମୁଖ ପୋଷ୍ଟରେ ଆର୍ମି ଯବାନମାନେ ମୁତୟନ ଥିବା ବେଳେ ହିମ ସ୍ଖଳନ ହୋଇଛି। ଫଳରେ ବରଫ ଅତଡ଼ା ତଳେ ଫସି ୩ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମରଶରୀରକୁ ବରଫ ଅତଡ଼ା ଭିତରୁ ବାହାର କରି ସେନା ବେସ୍‌ କ୍ୟାମ୍ପକୁ ଅଣା ଯାଇଛି। ପୁଲିସ୍‌ କହିଛି ଯେ ଏକ ଦୁଭାର୍ଗ୍ୟଜନକ ଘଟଣାକ୍ରମେ ୫୬ ରାଷ୍ଟ୍ରୀୟ ରାଇଫଲର ୩ […]

ଭୟଙ୍କର ହିମ ସ୍ଖଳନ, ଚାଲିଗଲା ୩ ଯବାନଙ୍କ ଜୀବନ

Avalanche

Advertisment

ଶ୍ରୀନଗର: ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ମାଚ୍ଛିଲ ସେକ୍ଟରରେ ଭୟଙ୍କର ହିମ ସ୍ଖଳନ ଘଟିଛି। ଏହି ସେକ୍ଟରର ସମ୍ମୁଖ ପୋଷ୍ଟରେ ଆର୍ମି ଯବାନମାନେ ମୁତୟନ ଥିବା ବେଳେ ହିମ ସ୍ଖଳନ ହୋଇଛି। ଫଳରେ ବରଫ ଅତଡ଼ା ତଳେ ଫସି ୩ ଜଣ ଯବାନ ସହିଦ ହୋଇଛନ୍ତି।

Advertisment

ସେମାନଙ୍କ ମରଶରୀରକୁ ବରଫ ଅତଡ଼ା ଭିତରୁ ବାହାର କରି ସେନା ବେସ୍‌ କ୍ୟାମ୍ପକୁ ଅଣା ଯାଇଛି। ପୁଲିସ୍‌ କହିଛି ଯେ ଏକ ଦୁଭାର୍ଗ୍ୟଜନକ ଘଟଣାକ୍ରମେ ୫୬ ରାଷ୍ଟ୍ରୀୟ ରାଇଫଲର ୩ ଜଣ ଜଣ ଯବାନ ମାଚ୍ଛିଲ ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ହିମ ସ୍ଖଳନ ଯୋଗୁ ବୀରଗତି ପ୍ରାପ୍ତ କରିଛନ୍ତି। ଦେଶର ସେବା କରିବା ବେଳେ ସେମାନେ ସହିଦ ହୋଇଛନ୍ତି। ସେମାନଙ୍କୁ ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe