ଅଙ୍ଗଦାନ କରିଦେଲା ୬ ବର୍ଷର ପିଲା, ୫ ଜଣ ପାଇବେ ନୂଆ ଜୀବନ

ନୂଆଦିଲ୍ଲୀ: ବୟସ ମାତ୍ର ୬ ବର୍ଷ । ହେଲେ ଏହି ୬ ବର୍ଷ ବୟସର କଅଁଳ ପିଲା ଯେ, ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଇଦେବ ଭାବିଲେ ଆଶ୍ଚଯର୍ୟ ଲାଗୁଛି। ଅବିଶ୍ୱାସ ବି । କିନ୍ତୁ କଥାଟି ସତ । ଦିଲ୍ଲୀ ନୋଇଡ଼ାର ୬ ବର୍ଷର ଶିଶୁକନ୍ୟା ରୋଲି ପ୍ରଜାପତି ନିଜର ଅଙ୍ଗଦାନ କରିଛି । ଦିଲ୍ଲୀ ଏମ୍ସ ମେଡ଼ିକାଲରେ ସେ ନିଜର ଅଙ୍ଗଦାନ କରିଛି।  ଦିଲ୍ଲୀ ନୋଇଡ଼ାରେ ରୋଲି ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ ଗୁରୁତର […]

iop

iop

Tapas Behera
  • Published: Thursday, 19 May 2022
  • Updated: 19 May 2022, 12:39 PM IST

Sports

Latest News

ନୂଆଦିଲ୍ଲୀ: ବୟସ ମାତ୍ର ୬ ବର୍ଷ । ହେଲେ ଏହି ୬ ବର୍ଷ ବୟସର କଅଁଳ ପିଲା ଯେ, ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଇଦେବ ଭାବିଲେ ଆଶ୍ଚଯର୍ୟ ଲାଗୁଛି। ଅବିଶ୍ୱାସ ବି । କିନ୍ତୁ କଥାଟି ସତ । ଦିଲ୍ଲୀ ନୋଇଡ଼ାର ୬ ବର୍ଷର ଶିଶୁକନ୍ୟା ରୋଲି ପ୍ରଜାପତି ନିଜର ଅଙ୍ଗଦାନ କରିଛି । ଦିଲ୍ଲୀ ଏମ୍ସ ମେଡ଼ିକାଲରେ ସେ ନିଜର ଅଙ୍ଗଦାନ କରିଛି।  ଦିଲ୍ଲୀ ନୋଇଡ଼ାରେ ରୋଲି ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ ଗୁରୁତର ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ରୋଲି ଚିକିତ୍ସାଧିନ ଅବସ୍ଥାରେ କୋମାକୁ ଚାଲିଗଲା ।

କୋମା ଅବସ୍ଥାରେ ଗତ ଏପ୍ରିଲ ୨୭ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ରୋଲିକୁ । ବହୁଚେଷ୍ଟା ପରେ ରୋଲି ଆଉ ସୁସ୍ଥ ହୋଇପାରିଲାନି । ବରଂ ବ୍ରେନ୍‌ଡେଡ୍‌ ହୋଇଗଲା ରୋଲିର।  ଏମସ୍‌ର ବରିଷ୍ଠ ନ୍ୟରୋ ସର୍ଜନ୍‌ ଡ. ଦୀପକ ଗୁପ୍ତା କହିଛନ୍ତି ଯେ, ସାଢ଼େ ୬ ବର୍ଷର ରୋଲି ଗତ ଏପ୍ରିଲ ୨୭ ତାରିଖରେ ଏମସମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଗୁଳି ମାଡ଼ରେ ଗୁରୁତର ହୋଇଥିବା ରୋଲିର ମୁଣ୍ଡରେ ବଉଲେଠି ମାଡ଼ ହୋଇଥିଲା। ତାର ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପ୍ରାୟ ବ୍ରେନ୍‌ ଡେଡ୍‌ ପରିସ୍ଥିତିରେ ରୋଲିକୁ ହସପିଟାଲରା ଭତତ୍‌ କରାଯାଥଲା।  ଡାଗ୍ନୋସିସି କରି ତାର ବ୍ରେନ୍‌ ଡେଥ୍‌ ହୋଇଥିବା ଳପରିବାର ଲଳୋକଙ୍କୁ କହିଥିଲୁ। ଏହା ପରେ ଆମେ ତାର ଅଙ୍ଗଦାନ ପାଇଁ ପରିବାଲଥକଙ୍କ ସହ ଆଲୋଚନା କରିଥିଲୁ।  ପରେ ପରିବାର ଲୋକେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଏନେଇ ବାପା,ମା ଅନୁମତି ଦେବା ପରେ ରୋଲିର ଲିଭର, କିଡନୀ, ଦୁଇଟି କର୍ଣ୍ଣିଆ ଏବଂ ହାର୍ଟ ଭଲ୍ଭ କଢ଼ାଯାଇଥିଲା । ଦିଲ୍ଲୀ ଏମ୍ସ ଇତିହାସରେ ରୋଲି ହେଉଛନ୍ତି ପ୍ରଥମ ସର୍ବ କନିଷ୍ଠ ଅଙ୍ଗଦାତ୍ରୀ । ତେବେ ବାପା, ମା କହିଛନ୍ତି ନିଜ ଝିଅ ସିନା ବଞ୍ଚିଲାନି, ହେଲେ ତାଙ୍କ ଅଙ୍ଗରେ ଆଉ କାହାର ଅନ୍ତତଃ ଜୀବନ ବଞ୍ଚିଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story