ମନ୍ଦିରକୁ ଲକ୍ଷେ ଟଙ୍କା ଦାନ ଦେଲେ ୮୦ ବର୍ଷିୟ ଭିକାରୀ, ପୂର୍ବରୁ ଦେଇଛନ୍ତି ୧୬ ଲକ୍ଷ

ନୂଆଦିଲ୍ଲୀ: ୮୦ ବର୍ଷିୟ ଜଣେ ବୃଦ୍ଧା ଭିକାରୀ ପୋଲାଇ ମାଙ୍ଗାଲୁରୁର ରାଜରାଜେଶ୍ୱରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେହି ଭୋକିଲା ନରହୁ ଏଭଳି କାମନା କରି ସେ ତାଙ୍କ ପାଖରେ ଗଚ୍ଛିତ ଥିବା ଟଙ୍କାକୁ ଦାନ ଦେଇଥିବା କହିଛନ୍ତି। ଦକ୍ଷୀଣ କନ୍ନଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ଏକାଠି କରି ସେ ଦାନ ଦେଇଛନ୍ତି। ପୂର୍ବରୁ ସେ ବିଭିନ୍ନ […]

donate-money

donate-money

Niranjan Mishra
  • Published: Sunday, 24 April 2022
  • Updated: 24 April 2022, 01:52 PM IST

Sports

Latest News

ନୂଆଦିଲ୍ଲୀ: ୮୦ ବର୍ଷିୟ ଜଣେ ବୃଦ୍ଧା ଭିକାରୀ ପୋଲାଇ ମାଙ୍ଗାଲୁରୁର ରାଜରାଜେଶ୍ୱରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେହି ଭୋକିଲା ନରହୁ ଏଭଳି କାମନା କରି ସେ ତାଙ୍କ ପାଖରେ ଗଚ୍ଛିତ ଥିବା ଟଙ୍କାକୁ ଦାନ ଦେଇଥିବା କହିଛନ୍ତି। ଦକ୍ଷୀଣ କନ୍ନଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ଏକାଠି କରି ସେ ଦାନ ଦେଇଛନ୍ତି। ପୂର୍ବରୁ ସେ ବିଭିନ୍ନ ମନ୍ଦିରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଦାନ ଦେଇଥିବା ମଧ୍ୟ ଜଣାପଡ଼ିଛି।

କର୍ଣ୍ଣାଟକର ଉଡୁପି ଜିଲ୍ଲା କୁଣ୍ଡାପୁର ତାଲୁକର କାଞ୍ଚାଗୋଡୁ ଗ୍ରାମର ଏହି ବୟସ୍କ ଅଶ୍ୱଥମ୍ମା ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଗତ ୧୮ ବର୍ଷ ଧରି ବିଭିନ୍ନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲେ। ଯେତେବେଳେ ତାଙ୍କ ପିଲାମାନେ ମରିଗଲେ ସେତେବେଳେ ବୃଦ୍ଧା ଅନ୍ୟ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କ ରୋଜଗାରର ଉତ୍ସ ନ ଥିବାରୁ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭିକ୍ଷା ଅର୍ଥର ଅଳ୍ପ ଅଂଶ ବ୍ୟବହାର କରିଥିଲେ। ଅତିରିକ୍ତ ଟଙ୍କା ଏକ ବ୍ୟାଙ୍କରେ ଜମା କରିଥିଲେ। ଯାହାକୁ ସେ ମନ୍ଦିରକୁ ଦାନ ଦେଇଛନ୍ତି।

ସୂଚନା ମୁତାବକ, ମହିଳା ଜଣକ ପୋଲାଲି ମନ୍ଦିର ସମ୍ମୁଖରେ ହେଉଥିବା ବାର୍ଷିକ ଯାତ୍ରା ମହୋତ୍ସବ ସମୟରେ ପ୍ରାୟ ଏକ ମାସ ଭିକ ମାଗିଥିଲେ। ଯେଉଁଥିରୁ ତାଙ୍କୁ ପ୍ରାୟ ଲକ୍ଷେ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଶୁକ୍ରବାର ସେ ମନ୍ଦିରକୁ ସାମୁହିକ ଭୋଜନ କାର୍ଯ୍ୟକ୍ରମ ନିମନ୍ତେ ଦାନ କରିଛନ୍ତି।

ଏହା ତାଙ୍କ ନିମନ୍ତେ ପ୍ରଥମ ନୁହେଁ। ଗତ ୧୮ ବର୍ଷ ଭିତରେ ସେ ସ୍ଥାନୀୟ ବିଭିନ୍ନ ମନ୍ଦିରକୁ ପ୍ରାୟ ୬ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ଯେତେବେଳ ତାଙ୍କ ରୋଜଗାର ବଢ଼ିଲା ସେ ତାହାକୁ ଠାକୁରଙ୍କ ଫେରାଇ ଦେବାକୁ ନିଷ୍ପତ୍ତି ନେଇ ଏଭଳି କରି ଆସୁଛନ୍ତି।

ଏ ପର୍ଯ୍ୟନ୍ତ ସେ ଶାବରିମାଲାର ବିଭିନ୍ନ ସ୍ଥାନରେ ଲକ୍ଷେରୁ ଅଧିକ ଭକ୍ତଙ୍କୁ ଅନ୍ନଦାନ କରିଛନ୍ତି। ଏଠାର ଶ୍ରୀ ଆୟାପ୍ପା ମନ୍ଦିର ସମେତ ପୋଲଲି, ସାଲିଗ୍ରାମା ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବିଭିନ୍ନ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାଛଡା ସେ କନ୍ନଡ ଜିଲ୍ଲାର ଉଡୁପି ଓ ଡାକସିନାର ବିଭିନ୍ନ ଅନାଥ ଆଶ୍ରମକୁ ମଧ୍ୟ ଟଙ୍କା ଦାନ ଦେଇଛନ୍ତି।

ରାଜରାଜେଶ୍ୱରୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଏହି ବୟସ୍କା ମହିଳା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ମାଧ୍ୟମରେ ଏହି ଟଙ୍କା ଦାନ ଦେବାକୁ ଚାହୁଁଥିବା ଜଣାଇଥିଲେ। ତେବେ ତାଙ୍କର ଏହା ଉଦାର ମାନସୀକତା ଯେ ଧନ ସଂଗ୍ରହ ନିମନ୍ତେ ନୁହେଁ ବରଂ ଭଲ କାମରେ ବିନିଯୋଗ ନିମନ୍ତେ ଭିକ୍ଷା ମାଗୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story