କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀ ଆସିବେନି ଅଲପନ ବନ୍ଦୋପାଧ୍ୟାୟ !

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ଚାଲିଛି। ବାତ୍ୟା ୟାସ୍ ମୁକାବିଲା ନେଇ ଦୁଇ ସରକାର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏବେ ଏଣ୍ଟ୍ରି ମାରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆଇଏଏସ ଅଫିସରଙ୍କୁ ଦିଲ୍ଲୀ ଆସିବାକୁ କହିଛି। କିନ୍ତୁ ଅଲପାନ ଦିଲ୍ଲୀ ଆସିବେ ନାହିଁ ବୋଲି ସୂଚନା ରହିଛି। ଆଜି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ୍ ଓ […]

alpan-bandopadhay

alpan-bandopadhay

Subhransu Sekhar
  • Published: Monday, 31 May 2021
  • Updated: 31 May 2021, 01:06 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ଚାଲିଛି। ବାତ୍ୟା ୟାସ୍ ମୁକାବିଲା ନେଇ ଦୁଇ ସରକାର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏବେ ଏଣ୍ଟ୍ରି ମାରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆଇଏଏସ ଅଫିସରଙ୍କୁ ଦିଲ୍ଲୀ ଆସିବାକୁ କହିଛି। କିନ୍ତୁ ଅଲପାନ ଦିଲ୍ଲୀ ଆସିବେ ନାହିଁ ବୋଲି ସୂଚନା ରହିଛି। ଆଜି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ୍ ଓ କରୋନା ମହାମାରୀ ସମ୍ପର୍କରେ ବୈଠକ କରିବେ ବୋଲି ଜଣାପଡ଼ିଛି।

ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଅଲପାନଙ୍କୁ ଦିଲ୍ଲୀ ଡକାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀଙ୍କୁ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ।

ଏହାପରେ ଗୃହ ମନ୍ତ୍ରାଳୟ ଶାସନ ସଚିବ ଅଲପାନଙ୍କୁ ଆଜି ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମମତା ବାନାର୍ଜୀ ଅଲପାନଙ୍କୁ ଦାୟିତ୍ୱରୁ ମୁକ୍ତ କରି ନାହାନ୍ତି। ତେଣୁ ସେହି ଦୃଷ୍ଟିରୁ ଅଲପୋନ ଆଜି ଦିଲ୍ଲୀ ଆସିବାର ସମ୍ଭାବନା ନାହିଁ।

ଅନ୍ୟପଟେ ଅଲପାନ କେନ୍ଦ୍ର ଓ ରାଜ୍ୟ କଳି ମଧ୍ୟରେ ଆକ୍ରୋଶରୁ ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଆଗୁଆ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଏହି ଆଇଏଏସ ନପଠାଇବାକୁ ଜିଦ୍ ଧରିଥିବାରୁ ଅଲପାନ ଏବେ ଇସ୍ତଫା ନଦେଇ ମମତାଙ୍କ ନିର୍ଦ୍ଦେଶ କ୍ରମେ ଆଗକୁ କାମ କରିବେ ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚର ଏହି ଆଇଏଏସ ୬୦ ବର୍ଷ ବୟସ ପୂରଣ କରିସାରିଛନ୍ତି। ମେ ୩୧ (ଆଜି) ତାଙ୍କର ଅବସର ତାରିଖ।

ହେଲେ ମେ ୧୨ରେ ମମତା ବାନାର୍ଜୀ ଅଲପାନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପରେ କେନ୍ଦ୍ର ସରକାର ୩ ମାସ ପାଇଁ ଅଲପାନଙ୍କ କାର୍ଯ୍ୟକାଳ ବଢ଼ାଇଥିବା ମେ ୨୪ରେ କହିଥିଲେ ମମତା ବାନାର୍ଜୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story