କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା । ଏଣିକି ସବୁ କର୍ମଚାରୀ ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଦେଶରେ କରୋନା ମାମଲା ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେବଳ କଣ୍ଟେନମେଣ୍ଟ ଜୋନର କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯିବ। ପୂର୍ବରୁ କେବଳ ସଚିବ ଓ ଉପର ପାହ୍ୟା ଅଧିକାରୀ ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କରୋନା କଟକଣା […]

govt-employees

govt-employees

Madhupriya Mistry
  • Published: Monday, 15 February 2021
  • Updated: 15 February 2021, 11:55 AM IST

Sports

Latest News

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା । ଏଣିକି ସବୁ କର୍ମଚାରୀ ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଦେଶରେ କରୋନା ମାମଲା ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେବଳ କଣ୍ଟେନମେଣ୍ଟ ଜୋନର କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯିବ। ପୂର୍ବରୁ କେବଳ ସଚିବ ଓ ଉପର ପାହ୍ୟା ଅଧିକାରୀ ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କରୋନା କଟକଣା ମଧ୍ୟରେ ସବୁଦିନ ଅଫିସ୍ ଆସୁଥିଲେ ।

କେନ୍ଦ୍ର ସରକାର ଗତ ମେ’ ମାସରୁ ଉପ ସଚିବ ଓ ତାଠୁ ତଳ ପାହ୍ୟାର ୫୦ ପ୍ରତିଶତ ଅଧିକାରୀଙ୍କୁ ନେଇ ନିଜ କାର୍ଯ୍ୟାଳୟରେ କାମ କରିବା ପାଇଁ କହିଥିଲେ । କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ସମୟ ଧାର୍ଯ୍ୟ ହୋଇଥିଲା ।

କେନ୍ଦ୍ର ସରକାର କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀ ସବୁ କାର୍ଯ୍ୟ ଦିବସରେ ଅଫିସ୍ ଯିବେ । କୌଣସି ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ କୋହଳ ହେବ ନାହିଁ । ତେବେ ଆଗାମୀ ନିର୍ଦ୍ଦେଶ ଯାଏଁ ବାୟୋମେଟ୍ରିକ୍ ତଥା ଫିଙ୍ଗର ପ୍ରିଣ୍ଟ ଉପସ୍ଥାନ ବନ୍ଦ ରହିବ।

ଯେଉଁ ଅଧିକାରୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନେ ଘରୁ କାମ କରିବେ । ଫୋନରେ ସେମାନେ ଅଫିସ କଥା ବୁଝିବେ । ବୈଠକ ମଧ୍ୟ ଭିଡିଓ କନଫରେନ୍ସିରେ ଚାଲିବ । ଏଥିସହ ସମସ୍ତ ବିଭାଗୀୟ କ୍ୟାଣ୍ଟିନ୍ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story