Advertisment

କ୍ରାସ୍‌ କରିଗଲା ସେନା ହେଲିକପ୍ଟର, ଥିଲେ ସିଡିଏସ ବିପିନ୍‌ ରାୱତ

ଚେନ୍ନାଇ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୪ ଜଣ ସେନା ଅଧିକାରୀ ଥିବା ସୂଚନା ମିଳିଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବାସୂଚନା ମିଳିଛି।  ଉକ୍ତ ହେଲିକପ୍ଟରରେ ବିପିନ୍‌ ରାୱତଙ୍କ ପରିବାର ସଦସ୍ୟ ଥିବା କୁହାଯାଉଛି। #WATCH | Latest visuals from the spot (between Coimbatore and Sulur) where a military chopper crashed in […]

ଅଦ୍ୟତନ ହୋଇଛି
‘ଭାରତକୁ ପ୍ରସ୍ତୁତ ରହିବାକୁ ହେବ’

bipin-rawat

Advertisment

ଚେନ୍ନାଇ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୪ ଜଣ ସେନା ଅଧିକାରୀ ଥିବା ସୂଚନା ମିଳିଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବାସୂଚନା ମିଳିଛି।  ଉକ୍ତ ହେଲିକପ୍ଟରରେ ବିପିନ୍‌ ରାୱତଙ୍କ ପରିବାର ସଦସ୍ୟ ଥିବା କୁହାଯାଉଛି।
https://twitter.com/ANI/status/1468493903921770499?s=20

Advertisment

ତାମିଲନାଡ଼ୁର କୁନ୍ନୁରର ନୀଲଗିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  ୩ ଜଣ ସେନା କର୍ମଚାରୀଙ୍କୁ ଆହତ ଅବସ୍ଥାରେ ହସପିଟାଲ ନିଆଯାଇଥିବା ସୂଚନା ମିଳିଛି।  କୁହାଯାଉଛି ଉକ୍ତ ହେଲିକପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳରେ ହେଲିକପ୍ଟରଟି ଜଳୁଥିବା ଓ ସେଥିରୁ ଧୂଆଁ ବାହାରୁଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି।

Army Chopper Crash CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe