କିଙ୍ଗ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ନିରାଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ନିରାଶ। ଡ୍ରଗସ୍‌ ମାମଲାରେ ଗିରଫ ହୋଇଥିବା ଅର୍ଯ୍ୟନ୍‌ ଖାନ୍‌ଙ୍କ ବେଲ ଆବେଦନ ଖାରଜ୍‌ ହୋଇଯିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆର୍ଯ୍ୟନ୍‌  ଖାନ୍‌ଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଆସନ୍ତା କାଲି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ରହିଛି। ଡ୍ରଗ୍‌ସ କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ […]

satish-maneshinde-, saharukha &aryan

satish-maneshinde-, saharukha &aryan

Tapas Behera
  • Published: Thursday, 07 October 2021
  • Updated: 08 October 2021, 02:56 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ନିରାଶ। ଡ୍ରଗସ୍‌ ମାମଲାରେ ଗିରଫ ହୋଇଥିବା ଅର୍ଯ୍ୟନ୍‌ ଖାନ୍‌ଙ୍କ ବେଲ ଆବେଦନ ଖାରଜ୍‌ ହୋଇଯିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆର୍ଯ୍ୟନ୍‌  ଖାନ୍‌ଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଆସନ୍ତା କାଲି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ରହିଛି।

ଡ୍ରଗ୍‌ସ କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଆଜି ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା । ଆଜି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କର ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ଆର୍ଯ୍ୟନ୍‌ ଖାନଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନ୍‌ସିବି ଆବେଦନ କରିଥିଲା । ହେଲେ କୋର୍ଟ ରିମାଣ୍ଡ ଅବଧି ବଢ଼ାଇ ନଥିବା ବେଳେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସେପଟେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍ ପାଇଁ ତାଙ୍କ ଓକିଲ ସତୀଶ ମନଶିନ୍ଧେ ପୁଣିଥରେ ଫ୍ରେସ୍‌ ଆବେଦନ କରିଥିଲେ। ଏଥିସହ ରେଡ୍‌ ବେଳର ସିସିଟିଭି ଫୁଟେଜ ମାଗିଛନ୍ତି। କିନ୍ତୁ ତାଙ୍କୁ ବେଲ ନେଇ ନିରାଶ ହେବାକୁ ପଡ଼ିଛି। ସେପଟେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଅଧିକ ଅଭିଯୁକ୍ତ ସାମ୍ନାକୁ ଆସିଲେଣି। ସେମାନଙ୍କୁ ଗିରଫ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ରବିବାର ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ଖବର ପାଇ ଏନ୍‌ସିବି ଚଢ଼ାଉ କରିଥିଲା। ସେଥିରେ ଶାହାରୁଖ୍ ଖାନ୍‌ଙ୍କ ପୁଅଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏଥିସହ ସେମାନଙ୍କଠାରୁ ବିପୁଳ ପରିମାଣରେ ଡ୍ରଗସ୍‌ ଜବତ କରାଯାଇ ଥିଲା। ଏଥିସହ ସମ୍ପୃକ୍ତ ୮ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏନ୍‌ସିବି ପକ୍ଷରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅକ୍ଟୋବର ୧୧ ତାରିଖ ଯାଏ ଆବେଦନ କରିଥିବା ବେଳେ କୋର୍ଟ  ଅକ୍ଟୋବର ୭ ଯାଏ ଅନୁମତି ଦେଇଥିଲେ।  ଅଦ୍ୟାବଧି ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ଏନ୍‌ସିବି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story