‘ଶବ ସହିତ ଶୋଭାଯାତ୍ରା କରିବ ଟିଏମସି’ ଭାଇରାଲ କ୍ଲିପକୁ ସତ ମାନିଲେ ମମତା !

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ଟିଏମସି-ବିଜେପି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ଆଜି ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ  ବିଜେପି ଆଇଟି ହେଟ୍ ଅମିତ ମାଲବ୍ୟ ଏକ ଅଡିଓ କ୍ଲିପ ଜାରି କରିଛନ୍ତି। ଯେଉଁଥିରେ ମମତା କୁଚ ବିହାରରେ ସିରିଆରପିଏଫଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କୁ ନେଇ କିଭଳି ରାଜନୀତି କରିହେବ ସେ ବାବଦରେ କହୁଥିବା ଶୁଣିବାକୁ ମିଳିଛି। ତେବେ ଟିଏମସି ଏଭଳି ଅଡିଓ […]

Mamata-Banarjee

Mamata-Banarjee

Subhransu Sekhar
  • Published: Saturday, 17 April 2021
  • Updated: 17 April 2021, 03:53 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ଟିଏମସି-ବିଜେପି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ଆଜି ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ  ବିଜେପି ଆଇଟି ହେଟ୍ ଅମିତ ମାଲବ୍ୟ ଏକ ଅଡିଓ କ୍ଲିପ ଜାରି କରିଛନ୍ତି। ଯେଉଁଥିରେ ମମତା କୁଚ ବିହାରରେ ସିରିଆରପିଏଫଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କୁ ନେଇ କିଭଳି ରାଜନୀତି କରିହେବ ସେ ବାବଦରେ କହୁଥିବା ଶୁଣିବାକୁ ମିଳିଛି। ତେବେ ଟିଏମସି ଏଭଳି ଅଡିଓ କ୍ଲିୁପକୁ ପ୍ରଥମେ ନକଲି (ଫର୍ଜି) ବୋଲି କହିଥିଲା। ହେଲେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟାନ୍ୟ ନେତା ମମତା ହୀନ ରାଜନୀତି କରୁଛନ୍ତି ବୋଲି କହିବା ପରେ ମମତା କହିଛନ୍ତି ମୋ ଫୋନ କଲ ଟେପିଂ କରିବାରେ ଯିଏ ବି ସାମିଲ୍ ଥିବେ ସମସ୍ତଙ୍କୁ ଖୋଜି ବାହାର କରାଯିବ। ଏଥିସହ ସିବିଆଇ ତଦନ୍ତେ ହେବ ବୋଲି ମମତା କହିଛନ୍ତି। ଏହି ଅଡିଓ କ୍ଲିପଟି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସା ପରର ବୋଲି ଅମିତ ମାଲବ୍ୟ କହିଛନ୍ତି।

କ’ଣ ରହିଛି ଅଡିଓ କ୍ଲିପରେ ?

ଅମିତ ମାଲବ୍ୟ ଜାରି କରିଥିବା ଅଡିଓ କ୍ଲିପରେ ମମତା ବାନାର୍ଜୀ ସିତଲକୁଚୀ ବିଧାନସଭା ଆସନର ଟିଏମସି ପ୍ରାର୍ଥୀ ପାର୍ଥ ପ୍ରୀତମ ରୟଙ୍କ ସହ କଥା ହେଉଥିବା କୁହାଯାଉଛି। ଯେଉଁଥିରେ ମମତା ପାର୍ଥଙ୍କୁ କହୁଛନ୍ତି, ବୁଥ୍ ନମ୍ବର ୧୨୬ରେ ଯେଉଁମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କର ଅନ୍ତିମ ସଂସ୍କାର କରିବାକୁ ଦିଆନଯିବା ଦରକାର। ଆସନ୍ତାକାଲି ସେହି ମୃତ ଶରୀରକୁ ସାଙ୍ଗରେ ନେଇ ଟିଏମସି ଶୋଭାଯାତ୍ରା କରିବ। ଏଥିସହ ସିଆରପିଏଫ, ଏସପି ଏବଂ ଆଇଆଇସିଙ୍କୁ ଏହି ମାମଲାରେ ଫସାଇବା ପାଇଁ ଏଫଆଇଆର ଠିକ୍ ସମୟରେ ଦିଆଯିବ ବୋଲି ମମତା ପାର୍ଥୀଙ୍କୁ କହୁଥିବା ଜଣାପଡ଼ିଛି।

ମମତା ଓ ଟିଏମସି ରଖିଲେ ପ୍ରତିକ୍ରିୟା

ଶୁକ୍ରବାର ବିଜେପି ଏହି ଅଡିଓ କ୍ଲିପ ଜାରି କରିବା ପରେ ଟିଏମସି କହିଛି ଏହି ଅଡିଓ କ୍ଲିପରେ କୌଣସି  ସତ୍ୟତା ନାହିଁ। ଏଭଳି କୌଣସି ବାର୍ତ୍ତାଳାପ ହୋଇନି। ତେବେ ଏହାକୁ ନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ହୋଇ ମମତା ହିଂସା ଓ ଦଙ୍ଗାକୁ ଉସକାଉଛନ୍ତି ବୋଲି ବିଜେପି ନେତା ଅଭିଯୋଗ କରିବା ପରେ ମମତା କହିଛନ୍ତି, ମୋର ଅଡିଓ କ୍ଲିପ କିଏ ଟେପିଂ କରୁଛି ତାର ତଦନ୍ତ ହେବା ଦରକାର। ଯେଉଁମାନେ ଅଡ଼ିଓ କ୍ଲିପ ରେକର୍ଡ଼ିଂରେ ସାମିଲ୍ ଥିବେ ସମସ୍ତଙ୍କୁ ଖୋଜି ବାହାର କରାଯିବ। ଏମିତିକି ସିବିଆଇ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେବେ ବୋଲି ମମତା କହିଛନ୍ତି।

ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଏହି ଅଡିଓ କ୍ଲିପକୁ ନେଇ ବିଜେପିର ଏକ ପ୍ରତିନିଧି ଟିମ୍ ନିର୍ବାଚନ କମିଶନ ଆରିଜ ଅଫତାବଙ୍କୁ ଭେଟିଥିଲା। ଏହି ଅଡିଓ କ୍ଲିପର ଉଦ୍ଦେଶ୍ୟ ରାଜ୍ୟରେ ହିଂସା ଏବଂ ଦଙ୍ଗାକୁ ଉସକାଇବାକୁ ପ୍ରୟାସ ହେଉଛି ବୋଲି ବିଜେପି କହିଛି। ଏକ ଏସଆଇଟି ଟିମ୍ ଗଠନ କରି ଏହି ଅଡିଓ କ୍ଲିପ ଘଟଣାର ତଦନ୍ତ ହେବା ଦରକାର ବୋଲି ବିଜେପି କହିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଦିଦିଙ୍କ ଏହି ଟେପରୁ ସ୍ପଷ୍ଟ ପଶ୍ଚିମବଙ୍ଗରେ କିଭଳି ସ୍ଥିତି ରହିଛି। ଜଣଙ୍କର ମୃତ୍ୟୁରେ ଅନୁତାପ କରିବା ପରିବର୍ତ୍ତେ ରାଜନୀତିକ ଫାଇଦା ଖୋଜିବା ନିନ୍ଦନୀୟ। ଦିଦି ହିଂସା, ତୃଷ୍ଟିକରଣ ଏବଂ ଶବକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଏଥର ବେଙ୍ଗଲବାସୀ ବାଏ ବାଏ କରିବେ।

https://twitter.com/dpradhanbjp/status/1383082829991464960?s=20

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା

ପଶ୍ଚିମବଙ୍ଗର ଆସାନସୋଲରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲିକ୍ ହୋଇଥିବା ଅଡିଓ ଟେପରୁ ସ୍ପଷ୍ଟ ଯେ ମମତା ବାନାର୍ଜୀ କିଭଳି ରାଜନୀତି କରୁଛନ୍ତି। ଶବ ସହିତ ଶୋଭାଯାତ୍ରା କରି ମମତା ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story