ତେଲେଙ୍ଗାନାରେ ୟୁକେର ଷ୍ଟ୍ରେନ୍‌, କାମ ଦେଉନି ଆଣ୍ଟିବଡ଼ି!

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହାହାକାର । ଏବେ ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ସେଠାକାର ଅନେକ ନମୂନାରେ SARS-CoV-2ର B.1.525 ଭାରିଏଣ୍ଟ ଥିବା ଜଣାପଡିଛି। ଚଳିତ ବର୍ଷ ଫେବ୍ରୁଆରୀରେ ୟୁନାଇଟେଡ କିଙ୍ଗଡମରେ ଏହି ଷ୍ଟ୍ରେନ୍ ମିଳିଥିଲା । ବିିଶେଷ କରି କରୋନାର ଏହି ଷ୍ଟ୍ରେନ୍‌ର ସମ୍ପର୍କ ନାଇଜେରିଆ ସହ ରହିଛି । ସେଠାକୁ ଯାଇଥିବା […]

covid

covid

Madhupriya Mistry
  • Published: Tuesday, 01 June 2021
  • Updated: 01 June 2021, 11:34 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହାହାକାର । ଏବେ ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ସେଠାକାର ଅନେକ ନମୂନାରେ SARS-CoV-2ର B.1.525 ଭାରିଏଣ୍ଟ ଥିବା ଜଣାପଡିଛି। ଚଳିତ ବର୍ଷ ଫେବ୍ରୁଆରୀରେ ୟୁନାଇଟେଡ କିଙ୍ଗଡମରେ ଏହି ଷ୍ଟ୍ରେନ୍ ମିଳିଥିଲା ।

ବିିଶେଷ କରି କରୋନାର ଏହି ଷ୍ଟ୍ରେନ୍‌ର ସମ୍ପର୍କ ନାଇଜେରିଆ ସହ ରହିଛି । ସେଠାକୁ ଯାଇଥିବା ଲୋକ B.1.525 ଭାରିଏଣ୍ଟ ଥିବା ଭୂତାଣୁରେ ସଂକ୍ରମିତ ହୋଇଥିଲେ । କେବଳ ଆମେରିକା କିମ୍ବା ନାଇଜେରିଆ ନୁହେଁ ଅଷ୍ଟ୍ରେଲିଆ, ଡେନ୍‌ମାର୍କ ସମେତ ଅନେକ ଦେଶରେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଭାରତର ତେଲାଙ୍ଗାନାରେ ମଧ୍ୟ କରୋନାର ଏହି ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର GISAIDର ତଥ୍ୟ ମୁତାବକ ମେ’ ମାସରେ ତେଲେଙ୍ଗାନାରେ B.1.525 ର ୩ଟି ନମୂନା ମିଳିଥିଲା । ଏପ୍ରିଲରେ ସାରା ଦେଶର ୧୯ଟି ନମୂନା ମଧ୍ୟରୁ ତେଲେଙ୍ଗାନାର ୧୩ଟି ନମୂନାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ କରୋନାର ଏହି ନୂଆ ଷ୍ଟ୍ରେନ୍ ବେଶ ମାରାତ୍ମକ । ପ୍ରାୟ ୫୦ଟି ଦେଶରେ ପୂର୍ବରୁ ଭୂତାଣୁର ଏହି ନୂଆ ଷ୍ଟ୍ରେନ୍ ମହଜୁଦ ରହିଛି ।

ସିଡିସି ଅନୁସାରେ ଏହି ଭାରିଏଣ୍ଟ ଆଗରେ ଆଣ୍ଟିବଡି ଚିକିତ୍ସା ବି କାମ ଦେଉନି । ଏହା ବ୍ୟତୀତ ଟିକା ଏବଂ ପ୍ଲାଜମା ଥେରାପିକୁ ମଧ୍ୟ ଏହା ମାତ୍ ଦେଉଛି । ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବୈଜ୍ଞାନିକଙ୍କ ଅଧିକ ଗବେଷଣା ଚାଲିଛି । ବିଶେଷଜ୍ଞ କହିଛନ୍ତି, ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ନା ଭୟାବହ ତାହା ଏଯାଏଁ ଜଣାପଡି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story