ବାବୁଲ ସୁପ୍ରିୟଙ୍କ ଦାଦାଗିରି, ପାର୍ଟି ଅଫିସ ଭିତରେ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ: ବିବାଦରେ ବାବୁଲ ସୁପ୍ରିୟ। ପାର୍ଟି ଅଫିସ ଭିତରେ ଦେଖାଇଲେ ଦାଦାଗିରି। କଥିତ ରୂପେ ଜଣେ ବ୍ୟକ୍ତିଙ୍କୁ ମାରିଲେ ଚାପୁଡ଼ା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ତାଙ୍କର ଚାପୁଡା ମାରିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ସୋମବାର ଭାଇରାଲ ହୋଇଥିବା ଏହି ଭିଡିଓରେ ବଲିଉଡ ଗାୟତ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ଚାପୁଡା […]

Babul Supriyo

Babul Supriyo

Madhupriya Mistry
  • Published: Tuesday, 30 March 2021
  • Updated: 30 March 2021, 02:40 PM IST

Sports

Latest News

ନୂଆଦିଲ୍ଲୀ: ବିବାଦରେ ବାବୁଲ ସୁପ୍ରିୟ। ପାର୍ଟି ଅଫିସ ଭିତରେ ଦେଖାଇଲେ ଦାଦାଗିରି। କଥିତ ରୂପେ ଜଣେ ବ୍ୟକ୍ତିଙ୍କୁ ମାରିଲେ ଚାପୁଡ଼ା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ତାଙ୍କର ଚାପୁଡା ମାରିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ସୋମବାର ଭାଇରାଲ ହୋଇଥିବା ଏହି ଭିଡିଓରେ ବଲିଉଡ ଗାୟତ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ଚାପୁଡା ମାଡ ଖାଇଥିବା ବ୍ୟକ୍ତି ଜଣକ ବାବୁଲ ସୁପ୍ରିୟଙ୍କୁ ବାରମ୍ବାର ଟିଭି ସାମ୍ନାରେ ଆସିବା ଏବଂ ସାକ୍ଷାତକାର ଦେବା ବଦଳରେ ପ୍ରଚାରରେ ଅଧିକ ଜୋର ଦେବା ପାଇଁ କହୁଥିବା ଶୁଣିବାକୁ ମିଳିଛି।

ସେପଟେ ଏହି ଭାଇରାଲ ଭିଡିଓକୁ ନେଇ ସଫେଇ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ। ଚାପୁଡା ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ଚାପୁଡା ମାରି ନାହାନ୍ତି, ଚାପୁଡା ମାରିବା ପାଇଁ କେବଳ ହାତ ଉଠାଇ ଇସାରା କରିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ବାବୁଲ ଯେଉଁ ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ ସେହି ବ୍ୟକ୍ତି ଜଣକ ଟିଏମ୍‌ସିର ନା ବିଜେପିର ତାହା ଦଳ ଜାଣିବାକୁ ଚାହୁଁଛି।

ରବିବାର ଦିନ ଟୋଲିଗଞ୍ଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଣୀକୁଥି ଅଞ୍ଚଳରେ ଥିବା ବିଜେପି ଅଫିସ ଭିତରେ ଏ ସମସ୍ତ ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story