ଛାତ୍ରଙ୍କୁ  ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ପରେ ୨ ଗିରଫ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କୁ  ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ହେବାପରେ ପୁଳିସ ନିଜ ଆଡୁ ମାମଲା ରୁଜୁ କରି ୨ ଛାତ୍ରଙ୍କୁ ଗିରଫ କରିଛି।  ଏଥିସହ ସେହି ଇଞ୍ଜିନିୟରଂ କଲେଜର ପ୍ରିନ୍ସପାଲ ଓ ମ୍ୟାନେଜମେଣ୍ଟକୁ ପଚରା ଉଚରା କରୁଛି।  ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମଭାରାମରେ SRKR ଘରୋଇ ଇଞ୍ଜିନିୟରିଂ କଲେଜରେ ଘଟିଛି ଏହି ଘଟଣା ।  ଏହି କଲେଜର ୪ଜଣ ଛାତ୍ର ହଷ୍ଟେଲ କୋଠରୀ ଭିତରେ ଅନ୍ୟ ଜଣେ ଛାତ୍ରକୁ ବନ୍ଦ […]

Arrest

Arrest

Tapas Behera
  • Published: Sunday, 06 November 2022
  • Updated: 06 November 2022, 08:26 PM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କୁ  ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ହେବାପରେ ପୁଳିସ ନିଜ ଆଡୁ ମାମଲା ରୁଜୁ କରି ୨ ଛାତ୍ରଙ୍କୁ ଗିରଫ କରିଛି।  ଏଥିସହ ସେହି ଇଞ୍ଜିନିୟରଂ କଲେଜର ପ୍ରିନ୍ସପାଲ ଓ ମ୍ୟାନେଜମେଣ୍ଟକୁ ପଚରା ଉଚରା କରୁଛି।  ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମଭାରାମରେ SRKR ଘରୋଇ ଇଞ୍ଜିନିୟରିଂ କଲେଜରେ ଘଟିଛି ଏହି ଘଟଣା ।  ଏହି କଲେଜର ୪ଜଣ ଛାତ୍ର ହଷ୍ଟେଲ କୋଠରୀ ଭିତରେ ଅନ୍ୟ ଜଣେ ଛାତ୍ରକୁ ବନ୍ଦ କରି ନିର୍ଦ୍ଦୟ ଭାବେ ପିଭିସି ପାଇପରେ ପିଟିବା ସହ ଛାତ୍ରକୁ ଇଲେଟ୍ରିକ୍ ଆଇରନବକ୍ସ ଲଗାଇ ଦେଇଥିଲେ। ଏହାପରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ସେହି କଲେଜର ୨ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଛାତ୍ର ଫେରାର ଅଛନ୍ତି । ପୁଲିସ କଲେଜର ପ୍ରିନ୍ସପାଲ୍ ଓ ମ୍ୟାନେଜମେଣ୍ଟକୁ ପଚରା ଉଚରା କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story