ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା ବିଜେପି, ଜାଣନ୍ତୁ କ’ଣ ପାଇଁ  

ଅମୃତଶର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ମଧ୍ୟ ସମାନ ଦାବି କରିଛି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବାକୁ ବିଜେପି ଦାବି କରିଛି। ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି  ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ କରିଛି। ନିର୍ବାଚନର ୨ ଦିନ ପରେ ଅର୍ଥାତ ଫେବୃଆରୀ ୧୬ରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପି ନିବେଦନ କରିଛି। କାରଣ ଉତ୍ତରପ୍ରଦେଶର ବାରାଣସିରେ ହେବାକୁ ଥିବା ଶ୍ରୀ  ଗୁରୁ ରବିଦାଶଙ୍କ […]

Punjab

Punjab

Tapas Behera
  • Published: Sunday, 16 January 2022
  • Updated: 16 January 2022, 07:22 PM IST

Sports

Latest News

ଅମୃତଶର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ମଧ୍ୟ ସମାନ ଦାବି କରିଛି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବାକୁ ବିଜେପି ଦାବି କରିଛି। ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି  ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ କରିଛି। ନିର୍ବାଚନର ୨ ଦିନ ପରେ ଅର୍ଥାତ ଫେବୃଆରୀ ୧୬ରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପି ନିବେଦନ କରିଛି। କାରଣ ଉତ୍ତରପ୍ରଦେଶର ବାରାଣସିରେ ହେବାକୁ ଥିବା ଶ୍ରୀ  ଗୁରୁ ରବିଦାଶଙ୍କ ଜୟନ୍ତୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୦ରୁ ଭକ୍ତମାନଙ୍କ ଯାତ୍ରା  ଆରମ୍ଭ ହୋଇ ଯିବ। ପ୍ରାୟ ୨୦ ଲକ୍ଷ ଦଳିତ ଭକ୍ତ  ସେଠାକୁ  ଯିବାର  ସମ୍ଭାବନା ରହିଛି। ଫଳରେ ମତଦାନ ପ୍ରକ୍ରିୟାରେ ସେମାନେ ସାମିଲ ହୋଇପାରିବେ ନାହିଁ।

ନିର୍ବାଚନକୁ ଘୁଞ୍ଚାଇ ଦେଲେ ୨୦ ଲକ୍ଷ ଲୋକ ମତଦାନ କରିବାର ସୁଯୋଗ ପାଇବେ। ତେଣୁ  ନିର୍ବାଚନ ତାରିଖକୁ ଅନ୍ତତଃପକ୍ଷେ ୬ ଦିନ ଘୁଞ୍ଚାବାକୁ  ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଶନିବାର ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଚାନ୍ନି କହିଛନ୍ତି, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି।

ଏହି ଅବସରରେ, ଫେବ୍ରୁଆରୀ ୧୦ରୁ ଫେବ୍ରୁଆରୀ ୧୬ ମଧ୍ୟରେ ଉତ୍ତରପ୍ରଦେଶର ବନାରସରେ ପ୍ରାୟ ୨୦ଲକ୍ଷ ଦଳିତ ଭକ୍ତ ଯିବା ସମ୍ଭାବନା ରହିଛି। ସୂଚନା ମୁତାବକ, ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story