ପଜିଟିଭ ହେଲେ ବରୁଣ, ବିଜେପି କର୍ମୀଙ୍କୁ ବୁଷ୍ଟର ଡୋଜ୍‌ ଦାବି

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ ବିଜେପି ସାଂସଦ ବରୁଣ ଗାନ୍ଧି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ପାଖରେ କରୋନାର ଗୁରୁତର ଲକ୍ଷଣ ଦେଖାଦେଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ସେ ଗଲା ତିନି ଧରି ତାଙ୍କ ନିବାଚନୀ କ୍ଷେତ୍ର ପିଲିଭିତ ଗସ୍ତରେ ଥିଲେ। ଏତିକି ବେଳେ ସେ ସଂକ୍ରମିତ ହୋଇଥିଲେ। ସେ କରୋନାରେ ସଂକ୍ରମିତ ହେବା ପରେ ସମସ୍ତ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କୁ କରୋନା ଟିକାର ଥାର୍ଡ […]

Varun Gandhi

Varun Gandhi

Madhupriya Mistry
  • Published: Sunday, 09 January 2022
  • Updated: 09 January 2022, 12:23 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ ବିଜେପି ସାଂସଦ ବରୁଣ ଗାନ୍ଧି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ପାଖରେ କରୋନାର ଗୁରୁତର ଲକ୍ଷଣ ଦେଖାଦେଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ସେ ଗଲା ତିନି ଧରି ତାଙ୍କ ନିବାଚନୀ କ୍ଷେତ୍ର ପିଲିଭିତ ଗସ୍ତରେ ଥିଲେ। ଏତିକି ବେଳେ ସେ ସଂକ୍ରମିତ ହୋଇଥିଲେ। ସେ କରୋନାରେ ସଂକ୍ରମିତ ହେବା ପରେ ସମସ୍ତ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କୁ କରୋନା ଟିକାର ଥାର୍ଡ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ଦେବାକୁ ନିର୍ବାଚନ କମିଶନଙ୍କ ଠାରେ ଦାବି କରିଛନ୍ତି।

ବରୁଣ ଗାନ୍ଧି ଟୁଇଟ୍ କରି ଲେଖିଛନ୍ତି, 'ତିନି ଦିନ ଧରି ପିଲିଭିତ୍‌ରେ ରହିବା ପରେ ମୋର କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। ଏବଂ ମୋଠାରେ କରୋନାର ବେଶ୍‌ ଗମ୍ଭୀର ଲକ୍ଷଣ ଦେଖାଦେଇଛି। ବର୍ତ୍ତମାନ ଆମେ ଏକ ତୃତୀୟ ଲହରର ମଧ୍ୟଭାଗରେ ଅଛେ ଏବଂ ନିର୍ବାଚନ ପ୍ରଚାର ଚାଲିଛି। ପ୍ରାର୍ଥୀ ଏବଂ ଦଳୀୟ କର୍ମୀଙ୍କ ପାଇଁ ସତର୍କତାମୂଳକ ଭାବେ କରୋନା ଟିକାର ଥାର୍ଡ ଡୋଜ୍‌ ପାଇଁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିବା ଉଚିତ୍।'

https://twitter.com/varungandhi80/status/1480041648532824066?s=20

ଦିନକୁ ଦିନ ଦେଶରେ କରୋନା ମାମଲା ବଢ଼ି ଚାଲିଛି। ଏହି ମହାମାରୀ ଜାଲରେ ବଲିଉଡ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ ରାଜନେତାମାନେ ଫସିଛନ୍ତି। ବିଜେପି ଠାରୁ ଆରମ୍ଭ କରି ଅନେକ ଦଳର ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ତାଲିକାରେ ଏବେ ବରୁଣ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ମାମଲା ଦେଢ଼ ଲକ୍ଷ ଡେଇଁଛି। ଦିନକରେ ୧,୫୯,୬୩୨ଟି ନୂଆ ମାମଲା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୨୭ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story