ପାଣି ବଦଳରେ ସାନିଟାଇଜର୍ ପିଇଗଲେ ବିଏମସି ଯୁଗ୍ମ କମିଶନର୍

ମହାରାଷ୍ଟ୍ର: ପାଣି ବଦଳରେ ପିଇଗଲେ ହ୍ୟାଣ୍ଡ ସାନିଟାଇଜର। ଶୋଷ ଲାଗିବାରୁ ବୃହନ ମୁମ୍ବାଇ ମହାନଗର ନିଗମର ଯୁଗ୍ମ କମିଶନର ରମେଶ ପୱାର ଦୁଭାର୍ଗବଶତଃ ପାଣି ବଦଳରେ ସାନିଟାଇଜର ପିଇ ଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନାହିଁ, ସେ ସୁସ୍ଥ ଥିବା ସୂଚନା ମିଳିଛି। ସୂଚନା ମୁତାବକ, ବୁଧବାର ମୁମ୍ବାଇରେ ବିଏମସିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିକ୍ଷା ସମ୍ପର୍କିତ ବଜେଟ ଉପସ୍ଥାପନ […]

bmc-joint-commissioner

bmc-joint-commissioner

Madhupriya Mistry
  • Published: Thursday, 04 February 2021
  • Updated: 04 February 2021, 11:23 AM IST

Sports

Latest News

ମହାରାଷ୍ଟ୍ର: ପାଣି ବଦଳରେ ପିଇଗଲେ ହ୍ୟାଣ୍ଡ ସାନିଟାଇଜର। ଶୋଷ ଲାଗିବାରୁ ବୃହନ ମୁମ୍ବାଇ ମହାନଗର ନିଗମର ଯୁଗ୍ମ କମିଶନର ରମେଶ ପୱାର ଦୁଭାର୍ଗବଶତଃ ପାଣି ବଦଳରେ ସାନିଟାଇଜର ପିଇ ଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନାହିଁ, ସେ ସୁସ୍ଥ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ବୁଧବାର ମୁମ୍ବାଇରେ ବିଏମସିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିକ୍ଷା ସମ୍ପର୍କିତ ବଜେଟ ଉପସ୍ଥାପନ କରିବା ଲାଗି ପୱାର ମଧ୍ୟ ସେଠାରେ ଅନ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ। ତେବେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ପୱାର ନିଜ ଟେବଲୁ ଉପରେ ରଖାଯାଇଥିବା ସାନିଟାଇଜରକୁ ପାଣି ଭାବି ପିଇ ଦେଇଥିଲେ। କିନ୍ତୁ ହଠାତ୍ ତାହା ପାଣି ନୁହେଁ ସାନିଟଜର ବୋଲି ଜାଣିବା ପରେ ସଙ୍ଗେ ସଙ୍ଗେ ପୱାର ତାକୁ ପାଟିରୁ କାଢ଼ି ତଳେ ପକାଇ ଦେଇଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ମଧ୍ୟ ତାଙ୍କୁ ସାନିଟାଇଜର ପିଇବା ଦେଖି ହଠାତ ଅଟକାଇଥିଲେ ଏବଂ ପାଖରେ ଥିବା ପାଣି ବୋତଲ ଦେଇଥିଲେ।

ଏନେଇ ପୱାର କହିଛନ୍ତି, ଟେବୁଲ ଉପରେ ରଖାଯାଇଥିବା ପାଣି ବୋତଲ ଏବଂ ସାନିଟାଇଜର ବୋତଲ ଏକା ଭଳି ଦେଖାଯାଉଥିଲା। ତେଣୁ ସାନିଟାଇଜର ବୋତଲ ଉଠାଇ ପିଇଦେଇଥିଲେ। ପାଟିରେ ପଡିବା ମାତ୍ରେ ତାହା ପାଣି ଭଳି ଲାଗି ନଥିଲା। ତେଣୁ ତାକୁ ସେ ଢ଼ୋକି ନଥିଲେ। ତାହା ସାନିଟାଇଜର ବୋଲି ଜାଣିବା ପରେ ପାଟିରୁ ସଙ୍ଗେ ସଙ୍ଗେ ତାକୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ ::  କଡ଼ା ଜବାବ ଦେଲେ ଲତା, କହିଲେ-ଆମ ସମସ୍ୟା ଆମେ ସମାଧାନ କରିବୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story