ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। ଆଜି ସିବିଏସ୍‌ଇ ପକ୍ଷରୁ ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ସେହିପରି ୧୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଦ୍ଧାରଣ କରାଯିବ ବୋଲି ସିବିଏସ୍‌ଇ କହିଛି। ଆଜି ସିବିଏସ୍‌ଇ ପକ୍ଷରୁ ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ କହିଛି ଯେ ୪୦:୩୦:୩୦ ଅନୁଯାୟୀ ପିଲାମାନଙ୍କୁ […]

CBSE

CBSE

Hemant Lenka
  • Published: Thursday, 17 June 2021
  • Updated: 18 June 2021, 06:55 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। ଆଜି ସିବିଏସ୍‌ଇ ପକ୍ଷରୁ ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ସେହିପରି ୧୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଦ୍ଧାରଣ କରାଯିବ ବୋଲି ସିବିଏସ୍‌ଇ କହିଛି।

ଆଜି ସିବିଏସ୍‌ଇ ପକ୍ଷରୁ ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ କହିଛି ଯେ ୪୦:୩୦:୩୦ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ। ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦% ମାର୍କ, ଏକାଦଶର ୩୦ ଓ ୧୦ମ ଶ୍ରେଣୀର ୩୦% ମାର୍କକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯିବ।

ସିବିଏସଇ କହିଛି, ଶିକ୍ଷାର୍ଥୀମାନଙ୍କ ପୂର୍ବ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ। ଦଶମ ଶ୍ରେଣୀର ମୋଟ ୫ଟି ବିଷୟରୁ ଶ୍ରେଷ୍ଠ ୩ଟି ବିଷୟର ମାର୍କ ବିଚାରକୁ ନିଆଯିବ।

ଏକାଦଶ ଶ୍ରେଣୀର ଅତିକମରେ ୫ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ। ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରି-ବୋର୍ଡ ଆଧାରରେ ମାର୍କ ଦିଆଯିବ।

ପ୍ରାକ୍ଟିକାଲ୍ସ ୧୦୦ ମାର୍କ ରହିବ ଓ ସ୍କୁଲ ଦାଖଲ କରିଥିବା ରିପୋର୍ଟ ଅନୁସାରେ ପିଲାମାନଙ୍କ ମାର୍କ ଧାର୍ଯ୍ୟ କରାଯିବ ବୋଲି ସିବିଏସ୍ଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି।

ସିବିଏସ୍‌ଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି, ଯଦି କୌଣସି ଶିକ୍ଷାର୍ଥୀ ଏହି ଶ୍ରେଣୀର ମୂଲ୍ୟାୟନ ପରେ ପାସ୍‌ ହେବାକୁ ଯୋଗ୍ୟତା ହାସଲ କରିପାରିବେ ନାହିଁ, ତା’ହେଲେ ସେମାନଙ୍କୁ essential repeat" or "compartment" categoryରେ ରଖାଯିବ।

ସେହିପରି ଯେଉଁମାନେ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ସିବିଏସ୍‌ଇ ଯେତେବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ କରିବ, ସେତେବେଳେ ଦେଇ ପାରିବେ ବୋଲି ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୧ ତାରିଖରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ସମ୍ପର୍କରେ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ସିଆଇଏସସିଇର ମଧ୍ୟ ନିଜ ମୂଲ୍ୟାୟନ ଫର୍ମାଟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ବିଗତ ୬ ବର୍ଷ ପ୍ରଦର୍ଶନକୁ ଭିତ୍ତି କରି ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଆଇଏସ୍‌ସିଇ କହିଛି। ଏଥିସହ ୧୦, ୧୧ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବା ବେଳେ ପ୍ରାକ୍ଟିକାଲ୍ସ ଓ ପ୍ରଜେକ୍ଟଗୁଡ଼ିକୁ ବିଚାରକୁ ନିଆଯିବ। ଜୁଲାଇ ୩୦ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଆଇଏସ୍‌ସିଇ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story