ମୁଁ ଆତଙ୍କବାଦୀ ନୁହେଁ: ଉଡ଼ାଣ ପାଇଁ ଅନୁମତି ନ ମିଳିବାରୁ ରାଗିଲେ ମୁଖ୍ୟମନ୍ତ୍ରୀ ଚନ୍ନି

ଅମୃତସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲନ୍ଧର ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ହେଲିକପ୍ଟରକୁ ହୋଶିଆରପୁର ଯିବାକୁ ଅନୁମତି ମିଳିନି। ଏଥିପାଇଁ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ସାମିଲ ହୋଇପାରି ନାହାନ୍ତି। ଏହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସେ ଆତଙ୍କବାଦୀ ନୁହନ୍ତି ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଚରଣଜିତ ସିଂହ ଚନ୍ନି ଜଣେ ମୁଖ୍ୟମନ୍ତ୍ରୀ। ସେ ଜଣେ ଆତଙ୍କବାଦୀ ନୁହନ୍ତି। ହୋଶିଆରପୁର ଯିବାକୁ ମୋତେ ଅନୁମତି […]

channi

channi

Hemant Lenka
  • Published: Monday, 14 February 2022
  • Updated: 14 February 2022, 09:42 PM IST

Sports

Latest News

ଅମୃତସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲନ୍ଧର ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ହେଲିକପ୍ଟରକୁ ହୋଶିଆରପୁର ଯିବାକୁ ଅନୁମତି ମିଳିନି। ଏଥିପାଇଁ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ସାମିଲ ହୋଇପାରି ନାହାନ୍ତି। ଏହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସେ ଆତଙ୍କବାଦୀ ନୁହନ୍ତି ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଚରଣଜିତ ସିଂହ ଚନ୍ନି ଜଣେ ମୁଖ୍ୟମନ୍ତ୍ରୀ। ସେ ଜଣେ ଆତଙ୍କବାଦୀ ନୁହନ୍ତି। ହୋଶିଆରପୁର ଯିବାକୁ ମୋତେ ଅନୁମତି ମିଳିଲା ନାହିଁ। ଏହା ଆଦୌ ଠିକ ନୁହେଁ।”

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆକାଶ ପଥକୁ ନୋ ପ୍ଲାଇଂ ଜୋନ ଘୋଷଣା କରାଯାଇଥିଲା। ମୋଦି ଜଲନ୍ଧର ଆସିବାକୁ ଥିବା ବେଳେ ଚନ୍ନି ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାର ଥିଲା। ଏଥିପାଇଁ ସେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଅନୁମତି ପାଇଁ ଅପେକ୍ଷା କରିଥିଲେ। ତେବେ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନାହିଁ। ଏଥିଯୋଗୁ ସେ ହୋଶିଆରପୁର ବଦଳରେ ନିଜ ଘରକୁ ଚାଲି ଆସିଥିଲେ।

ଏ ଘଟଣା ପରେ ଚନ୍ନି କହିଛନ୍ତି, “ଦିନ ୧୧ଟା ବେଳେ ମୁଁ ଉନାରେ ଥିଲି। କିନ୍ତୁ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୋତେ ହୋଶିଆରପୁର ଯିବାକୁ ଅନୁମତି ମିଳିଲା ନାହିଁ। ଏହାକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଗଲା। ମୁଁ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ଯୋଗ ଦେଇପାରିଲି ନାହିଁ। ମୋତେ ପୂର୍ବରୁ ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାକୁ ଅନୁମତି ଥିଲା।”

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ହେଲିକପ୍ଟରକୁ ହୋଶିଆରପୁର ଛଡ଼ା ଯାଇ ନଥିଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ସହର ମଧ୍ୟରେ ଅବତରଣ କରିଥିଲା। କଂଗ୍ରେସ ନେତା ସୁନୀଲ ଝଖର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଏଠାକୁ ଆସିବାର କାର୍ଯ୍ୟକ୍ରମ ଥିଲା। ହେଲେ ହୋଶିଆରପୁର ଆସିବାକୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଅନୁମତି ନ ମିଳିବା ଲଜ୍ଜାର ବିଷୟ। ଯଦି ନିର୍ବାଚନ କମିଶନ ଏହାକୁ ନିଜ ଆଡ଼ୁ ବିଚାରକୁ ନ ନେବେ, ତା’ହେଲେ ମୁଁ ବୁଝିଯିବି ଯେ ଏଠାକାର ନିର୍ବାଚନ କେବଳ ଗୋଟିଏ ଫାର୍ସ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story