ବିଜେପିକୁ ପୁରୁଣା କଥା ମନେପକାଇ ଦେଲେ ଚିରାଗ ପାଶ୍ୱାନ

ପାଟନା: ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ କହୁଥିବା ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ଏବେ ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଜେଡିୟୁ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଚିରାଗ ବିଜେପିକୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି। ଏଥିସହ ନୀତୀଶ କୁମାର ଦଳିତ ବିରୋଧୀ ମାନସିକତା ରଖିଥିବା ଜଣେ ବ୍ୟକ୍ତି ଓ ଦଳ ମଧ୍ୟରେ ଦଳିତମାନଙ୍କୁ ଠିକ୍‌ ଭାବେ ବ୍ୟବହାର କରୁ ନଥିବା ମଧ୍ୟ କହିଛନ୍ତି। ଏହାବାଦ ବିଜେପିର ବରିଷ୍ଠ […]

Chirag-Paswan

Chirag-Paswan

Hemant Lenka
  • Published: Tuesday, 22 June 2021
  • Updated: 22 June 2021, 01:19 PM IST

Sports

Latest News

ପାଟନା: ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ କହୁଥିବା ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ଏବେ ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଜେଡିୟୁ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଚିରାଗ ବିଜେପିକୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି।

ଏଥିସହ ନୀତୀଶ କୁମାର ଦଳିତ ବିରୋଧୀ ମାନସିକତା ରଖିଥିବା ଜଣେ ବ୍ୟକ୍ତି ଓ ଦଳ ମଧ୍ୟରେ ଦଳିତମାନଙ୍କୁ ଠିକ୍‌ ଭାବେ ବ୍ୟବହାର କରୁ ନଥିବା ମଧ୍ୟ କହିଛନ୍ତି। ଏହାବାଦ ବିଜେପିର ବରିଷ୍ଠ ନେତାଙ୍କ ଅଜାଣତରେ ତାଙ୍କ ବିରୋଧରେ ବିଦ୍ରୋହ ହୋଇଥିବା କଥାକୁ ମଧ୍ୟ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଆମେ ତାଙ୍କ(ବିଜେପି) ସହ ପୂର୍ବରୁ ରହି ଆସିଥିଲୁ ବୋଲି କେହି ଭୁଲିବା ଉଚିତ ନୁହେଁ। ଯେତେବେଳେ ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରାଗଲା ସେତେବେଳେ ପୁରୁଣା ବନ୍ଧୁ ନୀତୀଶ କୁମାର ବିଜେପିରୁ ଅଲଗା ହୋଇଯାଇଥିଲେ। ଏହି ସମୟରେ ପାଶ୍ୱନ ଭୋଟର ହିଁ ସବୁ କିଛି ଅଦଳବଦଳ କରିଥିଲେ। ଏବେ ବି ୬% ଦଳିତ ଭୋଟ ଆମ ସହ ଅଛି। ଏକଥାକୁ ସମସ୍ତେ ମନେ ରଖିବାକୁ ଉଚିତ ବୋଲି ଚିରାଗ କହିଛନ୍ତି।

ନୀତୀଶ କୁମାର ହିଁ ଏଲଜେପିକୁ ଭାଙ୍ଗି ଭୋଟ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଚିରାଗ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣ ଯଦି ତାଙ୍କ ରାଜନୀତିକ ଯାତ୍ରାକୁ ଦେଖିବେ, ତା’ହେଲେ ୨୦୦୫ ମସିହା ଫେବୃଆରୀରୁ ସେ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆମ ଟିକେଟରେ ସେତେବେଳେ ୨୭ ଜଣ ନିର୍ବାଚିତ ହୋଇଥିଲେ।

ସବୁବେଳେ ପାଶ୍ୱାନ ଓ ଜାତଭମାନଙ୍କୁ ଏକଘରକିଆ କରିବା ହିଁ ତାଙ୍କର ମାନସିକତା। ସେ ତାଙ୍କ ଦଳ ମଧ୍ୟରେ ବି ଦଳିତ ମାନଙ୍କୁ ଠିକ ବ୍ୟବହାର କରୁନାହାନ୍ତି। ସେ ନିଜ ଇଚ୍ଛା ଅନୁସାରେ ଜୀତନ ରାମ ମାଞ୍ଝୀଙ୍କୁ କ୍ଷମତାରୁ ବିତାଡ଼ିତ କରିଥିଲେ। ମୁଁ ନିଶ୍ଚିତ ଭାବେ ତାଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିବି। ବିହାରରେ ରୋଡ ଶୋ’ ବେଳେ ଦଳିତମାନଙ୍କୁ ସବୁ କଥା କହିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାମାସରେ ଚିରାଗ ପାଶ୍ୱାନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବିହାରରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story