ଟିକାର ଅଭାବ ଯୋଗୁ ମେ’ ୧ରୁ ଆରମ୍ଭ ହୋଇପାରିବନି ପ୍ରାପ୍ତ ବୟସ୍କଙ୍କ ଟିକାକରଣ

ମୁମ୍ବାଇ: ଆସନ୍ତା ୧ ତାରିଖରୁ ଭାରତରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ। ଭାରତ ସରକାର ଏଥିପାଇଁ ଅନୁମତି ଦେବା ବେଳେ ରାଜ୍ୟରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ଲୋକମାନେ ମଧ୍ୟ ଟିକା ନେବାକୁ ପଞ୍ଜୀକରଣ କରସାରିଲେଣି। ହେଲେ ଏବେ ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଟିକାର ଅଭାବ ଯୋଗୁ ଆସନ୍ତା ୧ ତାରିଖରୁ ମୁମ୍ବାଇରେ ପ୍ରାପ୍ତବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇ ନପାରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଏମସିର ଆଡିସନାଲ […]

Vaccine

Vaccine

Hemant Lenka
  • Published: Thursday, 29 April 2021
  • Updated: 29 April 2021, 05:34 PM IST

Sports

Latest News

ମୁମ୍ବାଇ: ଆସନ୍ତା ୧ ତାରିଖରୁ ଭାରତରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ। ଭାରତ ସରକାର ଏଥିପାଇଁ ଅନୁମତି ଦେବା ବେଳେ ରାଜ୍ୟରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ଲୋକମାନେ ମଧ୍ୟ ଟିକା ନେବାକୁ ପଞ୍ଜୀକରଣ କରସାରିଲେଣି। ହେଲେ ଏବେ ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଟିକାର ଅଭାବ ଯୋଗୁ ଆସନ୍ତା ୧ ତାରିଖରୁ ମୁମ୍ବାଇରେ ପ୍ରାପ୍ତବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇ ନପାରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଏମସିର ଆଡିସନାଲ କମିଶନର ଅଶ୍ୱିନୀ ଭିଣ୍ଡେ କହିଛନ୍ତି, “ନୂଆ ବର୍ଗର ଲୋକଙ୍କ ଟିକାକରଣ ପଯ୍ୟାପ୍ତ ପରିମାଣର ଟିକା ଆସିବା ପରେ ହିଁ ଆରମ୍ଭ ହେବ। ମେ’ ୧ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ନାହିଁ। ନୂଆ ବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହେଲେ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଡୋଜ୍‌ ଦେବାରେ କୌଣସି ଅବହେଳା କରାଯିବନାହିଁ। ତେଣୁ ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଦୟା କରି ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଟିକା ଆସିବା ଯାଏ ଅପେକ୍ଷା କରନ୍ତୁ ଓ ଆପଣମାନେ ବିନା ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଟିକାର ଡୋଜ୍‌ ନେଇପାରିବେ।

ଆମେ ନିୟମିତ ଭାବେ ବିସ୍ତୃତ ତଥ୍ୟ ଦେଇ ଚାଲିବୁ। ଦୟା କରି ନିଜର ଯତ୍ନ ନିଅନ୍ତୁ। ଟିକାକରଣ କେନ୍ଦ୍ରରେ ଡବଲ ମାସ୍କ ବ୍ୟବହାର କରନ୍ତୁ।” ଏହାର ଅର୍ଥ ଦେଶର ଆର୍ଥିକ ରାଜଧାନୀରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇପାରିବ ନାହିଁ।

ସେ ଆହୁରି କହିଛନ୍ତି, “ମୁମ୍ବାଇରେ ରହୁଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭିଡ଼ ନ କରିବାକୁ ଅନୁରୋଧ କରାଯାଉଛି। ଟିକା ସପ୍ଲାଏ ହ୍ରାସ ପାଇଛି ଓ ସବୁ ସ୍ଥାନରେ ଟିକାକରଣ କରଯାଉ ନାହିଁ। ତଥାପି ଆମେ ପ୍ରତିଶ୍ରୁତି ଦେଉଛୁ ଯେ ସମସ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ।

ଯେଉଁସବୁ କେନ୍ଦ୍ରରେ ୧୮ରୁ ୪୪ ବର୍ଷର ବୟସ୍କଙ୍କ ଟିକାକରଣ କରାଯିବ ସେଠାରେ ୪୫ରୁ ଅଧିକ ବୟସ୍କଙ୍କ ଟିକାକରଣ ମଧ୍ୟ ଚାଲୁ ରହିବ। ନୂଆ ଅଭିଯାନ ପାଇଁ ବିଏମସି ୫୦୦ଟି ସରକାରୀ ଓ ବେସରକାରୀ କେନ୍ଦ୍ର ଖୋଲିବ। ତେଣୁ ୪୫ରୁ ଅଧିକ ବୟସ୍କଙ୍କ ଟିକାକରଣରେ କେବେ ହେଲେ ବୁଝାମଣା କରାଯିବନାହିଁ କିମ୍ବା ଏହା ଧିମ ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story