Advertisment

ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ। ରବିବାର ବସନ୍ତ କୁଞ୍ଜ ଅଞ୍ଚଳରେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ଏକ ବିଏମଡବ୍ଲୁ କାର ଧକ୍କାରେ  ଜଣେ ସାଇକଳଷ ଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ପରେ ସାଇକେଲ ଚାଳକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି । ବିଏମଡବ୍ଲୁ କାର ଡ୍ରାଇଭରକୁ ଗିରଫ କରାଯାଇଛି। ମୃତ ସାଇକେଲ ଚାଳକ ହେଲେ ହରିୟାଣାର […]

ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

car

Advertisment

ନୂଆଦିଲ୍ଲୀ: ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ। ରବିବାର ବସନ୍ତ କୁଞ୍ଜ ଅଞ୍ଚଳରେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ଏକ ବିଏମଡବ୍ଲୁ କାର ଧକ୍କାରେ  ଜଣେ ସାଇକଳଷ ଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ପରେ ସାଇକେଲ ଚାଳକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି । ବିଏମଡବ୍ଲୁ କାର ଡ୍ରାଇଭରକୁ ଗିରଫ କରାଯାଇଛି। ମୃତ ସାଇକେଲ ଚାଳକ ହେଲେ ହରିୟାଣାର ଗୁରୁଗ୍ରାମ ନିବାସୀ ଶୁଭେନ୍ଦୁ ଚାଟାର୍ଜୀ (୫୦)। କାର ଡ୍ରାଇଭରଙ୍କ କହିବା ଅନୁଯାୟୀ କାର ଚକା ଫାଟିଯିବାରୁ ସେ ଭାରସାମ୍ୟ ହରାଥିଲେ। ଫଳରେ କାରଟି ଶୁଭେନ୍ଦୁଙ୍କ ଉପରେ ମାଡ଼ି ଯାଇଥିଲା। ସେ ନିଜେ ଶୁଭେନ୍ଦୁଙ୍କୁ ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe