ତୁମେ ଶ୍ମଶାନରେ ନୁହେଁ ମୋ ସହ ଅଛ…ମୋ ଭିତରେ ଅଛ…

ଲୁଧିଆନା: ‘‘ତୁମ ବିନା ବଞ୍ଚି ପାରିବିନି। ମୁଁ ଭାଙ୍ଗି ପଡ଼ିଛି। ଭିତରୁ ମରିଯାଇଛି। ତୁମେ ତୁମ ସୋଲମେଟ୍‌ ପାଖକୁ ଫେରିଆସ। କଥା ଦେଇଥିଲ ସାରାଜୀବନ ପାଇଁ ସାଥୀରେ ରହିବ। ମୋତେ ଛାଡ଼ି ଯାଇପାରିବନି।” ନିଜ ମନା ମଣିଷ ଦୀପ ସିନ୍ଧୁଙ୍କୁ ହରେଇବା ପରେ ତାଙ୍କ ବାନ୍ଧବୀ ରୀନା ରାୟ ଏମିତି ଏକ ଇମୋଶନାଲ ପୋଷ୍ଟ କରିଛନ୍ତି। ପଞ୍ଜାବୀ ଅଭିନେତା ଦୀପ ସିନ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇବା ପରେ ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ଚଲାବାଟର ସାଥୀ […]

deep2

deep2

Tapas Behera
  • Published: Thursday, 17 February 2022
  • Updated: 17 February 2022, 01:43 PM IST

Sports

Latest News

ଲୁଧିଆନା: ‘‘ତୁମ ବିନା ବଞ୍ଚି ପାରିବିନି। ମୁଁ ଭାଙ୍ଗି ପଡ଼ିଛି। ଭିତରୁ ମରିଯାଇଛି। ତୁମେ ତୁମ ସୋଲମେଟ୍‌ ପାଖକୁ ଫେରିଆସ। କଥା ଦେଇଥିଲ ସାରାଜୀବନ ପାଇଁ ସାଥୀରେ ରହିବ। ମୋତେ ଛାଡ଼ି ଯାଇପାରିବନି।” ନିଜ ମନା ମଣିଷ ଦୀପ ସିନ୍ଧୁଙ୍କୁ ହରେଇବା ପରେ ତାଙ୍କ ବାନ୍ଧବୀ ରୀନା ରାୟ ଏମିତି ଏକ ଇମୋଶନାଲ ପୋଷ୍ଟ କରିଛନ୍ତି। ପଞ୍ଜାବୀ ଅଭିନେତା ଦୀପ ସିନ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇବା ପରେ ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ଚଲାବାଟର ସାଥୀ ରୀନା। ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରୀନା ଲେଖିଛନ୍ତି ଯେ, ମୁଁ ହସପିଟାଲରେ ପଡ଼ିଛି। ମୋତେ ଲାଗୁଛି

ତୁମେ ମୋ କାନ ପାଖରେ ଗୁଣୁ ଗୁଣୁ ହେଉଛ। ଆଇ ଲଭୟୁ ମାଇଁ ଜାନ୍‌। ମୁଁ ଜାଣିଛି ତୁମେ ମୋ ସହ ସାରାଜୀବନ ଅଛ। ଆମେ ଭବିଷ୍ୟତ ପାଇଁ ଯୋଜନା କରିଥୁଲୁ।  ହେଲେ ତୁମେ ମୋତେ ଠକି ଦେଇ ଚାଲିଗଲ। ସୋଲମେଟ୍‌ କେବେ ପରସ୍ପରକୁ ଭୁଲି ପାରିବେନି। ତୁମେ  ଜଣେ ଟ୍ରୁ ସୋଲମେଟ୍ ବୋଲି ରୀନା ଲେଖିଛନ୍ତି। ଦୀପିସିଦ୍ଧୁ ଏବଂ ରୀନା ଉଭୟ ଘନିଷ୍ଟ ବନ୍ଧୁ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ରହିଥିଲା। ତେଣୁ ଅଦିନରେ ମନର ମଣିଷକୁ ହରାଇ ହୃଦୟରୁ ଭାଙ୍ଗି ପଡ଼ିଛନ୍ତି ରୀନା। ରୀନା ଲେଖିଛନ୍ତି ଯେ, ଯେତେବେଳେ ସାରା ଦୁନିଆ ମୋ ବିରୋଧରେ ଥିଲା ସେତିକି ବେଳେ ତୁମେ ମୋ ସହ ଠିଆ ହୋଇଥିଲ। ମତେ ରକ୍ଷା କରିଛି। ମତେ ସାହସ ସମ୍ମାନ ଓ ମୋ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛ। ତୁମର ନିଚ୍ଛକ ପ୍ରେମକୁ ଭାଷାରେ ବର୍ଣ୍ଣନା କରିହେବିନି।  ଏଭଳି ଜଣେ ସୋଲମେଟକୁ ପାଇ ମୁଁ ଭାଗ୍ୟବାନ ମନେ କରୁଛି। ଶେଷରେ ମୁଁ ତୁମକୁ ଭଲ ପାଏ ବୋଲି ରୀନା ଲେଖିଛନ୍ତି।
https://www.instagram.com/p/COUTZcUFTDi/?utm_source=ig_web_copy_link

ଗତ ୩ଦିନ ତଳେ ଦୀପ ସିଦ୍ଧୁଙ୍କର ଦିଲ୍ଲୀରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ହେଲେ ତାଙ୍କ ସହ କାରରେ ଥିବା ବାନ୍ଧବୀ ରୀନା ରାୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି।  କାରରେ ବାମ ପାର୍ଶ୍ୱରେ ବସିଥିଲେ ରୀନା। ଦୁର୍ଘଟଣା ପରେ ରୀନାଙ୍କ ପାର୍ଶ୍ୱରେ ଥିବା ଏୟାର ବ୍ୟାଗଟି ତୁରନ୍ତ ଖୋଲି ଯିବାରୁ ସେ ଏକ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି।  ସୂଚନା ଅନୁସାରେ କୁଣ୍ଡଲି-ମାନେସର-ପାଲୱାଲ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଦୀପ ସିଦ୍ଧୁଙ୍କ ଧଳା ସ୍କର୍ପିଓ କାର ପିଟି ହୋଇଯାଇଥିଲା। ଦୀପ ତାଙ୍କ ବାନ୍ଧବୀ ରୀନା ରାୟଙ୍କ ସହ ଦିଲ୍ଲୀରୁ ଭାଟିଣ୍ଡାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପ ସିଦ୍ଧୁ ଅଭିନେତାରୁ ସାମାଜିକ କର୍ମୀ ପାଲଟିଥିଲେ। ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଦୀପ ସିଦ୍ଧୁଙ୍କୁ ପୁଲିସ ଏକାଧିକବାର ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story