ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁର ଅଭିଯୋଗମୁକ୍ତ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି। ସ୍ତ୍ରୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। ସୁନନ୍ଦଙ୍କର ଜାନୁଆରୀ ୧୭, ୨୦୧୪ରେ ଦିଲ୍ଲୀର ଏକ ବଡ଼ ହୋଟେଲରେ ମୃତ୍ୟୁ ଘଟିଥିଲା। ଉଭୟ ସାଂସଦ ଏବଂ ତାଙ୍କ ସ୍ତ୍ରୀ ହୋଟେଲରେ ରହୁଥିଲେ। ତାଙ୍କ କୋଠାର ପୁନଃ ନବୀକରଣ ହେଉଥିବାରୁ ଉଭୟ ହୋଟେଲରେ ରହୁଥିଲେ ବୋଲି ଜଣାପଡ଼ିଥିଲା। ତେବେ ସୁନନ୍ଦା ମୃତ୍ୟୁବରଣ କରିବାର କିଛି ଦିନ […]

sunanda-pushkar

sunanda-pushkar

Subhransu Sekhar
  • Published: Wednesday, 18 August 2021
  • Updated: 18 August 2021, 05:47 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି। ସ୍ତ୍ରୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। ସୁନନ୍ଦଙ୍କର ଜାନୁଆରୀ ୧୭, ୨୦୧୪ରେ ଦିଲ୍ଲୀର ଏକ ବଡ଼ ହୋଟେଲରେ ମୃତ୍ୟୁ ଘଟିଥିଲା। ଉଭୟ ସାଂସଦ ଏବଂ ତାଙ୍କ ସ୍ତ୍ରୀ ହୋଟେଲରେ ରହୁଥିଲେ। ତାଙ୍କ କୋଠାର ପୁନଃ ନବୀକରଣ ହେଉଥିବାରୁ ଉଭୟ ହୋଟେଲରେ ରହୁଥିଲେ ବୋଲି ଜଣାପଡ଼ିଥିଲା। ତେବେ ସୁନନ୍ଦା ମୃତ୍ୟୁବରଣ କରିବାର କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ଜଣେ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସମ୍ପର୍କ ଅଛି।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପୁଲିସ ତଦନ୍ତ କରି ଥରୁରଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଅନୁଯାୟୀ ପୁଲିସ ଏ ସଂକ୍ରାନ୍ତରେ ଦାୟର କରିଥିବା ଚାର୍ଜସିଟରେ ଏହାର ପ୍ରମାଣ ନାହିଁ।

ଶଶୀ ଥରୁରଙ୍କ ପକ୍ଷରୁ ହାଜର ହୋଇ ଓକିଲ ବିକାଶ ପହ୍ୱା କହିଥିଲେ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କରେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତିନୋଟି ଭିନ୍ନ ଲ୍ୟାବରେ ଭିସେରାର ଫୋରେନସିକ୍ ଯାଞ୍ଚ ରିପୋର୍ଟକୁ ଦର୍ଶାଇଥିଲେ। କୌଣସି ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଯାହା ବି ତାଙ୍କ ମହକିଲଙ୍କ ବିରୋଧରେ ଅଭିଯୋଗ ରହିଛି ତାହା କେବଳ କଳ୍ପନା ଜଳ୍ପନାରେ ସୀମିତ। ଏହାପରେ କୋର୍ଟ ସମସ୍ତ ପ୍ରମାଣକୁ ଦେଖିବା ପରେ ଥରୁରଙ୍କୁ ଅଭିଯୋଗମୁକ୍ତ କରିଛନ୍ତି। କହିରଖୁଛୁ ସୁନନ୍ଦାଙ୍କ ବାପ ଘର ଲୋକ କିମ୍ଵା ତାଙ୍କର ସମ୍ପର୍କୀୟ ସୁନନ୍ଦାଙ୍କୁ ଶଶୀ ଥରୁର ନିର୍ଯାତନା ଦେଇଥିଲେ ବୋଲି କେହି ଅଭିଯୋଗ କରିନଥିଲେ। ଏହାକୁ ନେଇ ଓକିଲ ବିକାଶ ପହ୍ୱା କହିଛନ୍ତି, ଏହି ମାମଲାରେ ଏସଆଇଟି ତଦନ୍ତ କରିଥିଲା। ଯାହାକି କିଛି ନିର୍ଦ୍ଦିଷ୍ଟ ରାଜନୀତିକ ବ୍ୟକ୍ତିଙ୍କ ଚାପର ଶିକାର ହୋଇ ତଦନ୍ତ କରୁଥିଲା। ଆଉ ଯେଉଁ ପ୍ରମାଣ ଦେଖାଇଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ। କୋର୍ଟ ଏହି ରାୟ ଦେବା ପରେ କଂଗ୍ରେସ ସାଂସଦ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଥିଲେ ଯେ ମୁଁ ୭.୫ ବର୍ଷ ଧରି ଏହି ଯନ୍ତ୍ରଣା ଦେଇ ଗତି କରୁଛି।

ଦିଲ୍ଲୀ ପୁଲିସ ଧାରା ୩୦୭, ୪୯୮କ ଅନୁଯାୟୀ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସୁନନ୍ଦା ଆତ୍ମହତ୍ୟା କରିବା ଏବଂ ନିର୍ଯାତନା ଦିଆଯାଇଥିବା ନେଇ ମାମଲା ଦାୟର କରିଥିଲା ପୁଲିସ। ଏମ୍ସ ମେଡିକାଲ ବୋର୍ଡ ୨୯ ସେପ୍ଟେମ୍ବର ୨୦୧୪ରେ ସୁନନ୍ଦାଙ୍କ ମୃତ୍ୟୁ ରିପୋର୍ଟକୁ ଦିଲ୍ଲୀ ପୁଲିସ ନିକଟରେ ଦାଖଲ କରିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ସୁନନ୍ଦା ବିଷକ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story