ଖାଦ୍ୟ ଖାଇବାକୁ ନେଇ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ପ୍ଲେଟ ଟଣା-ଓଟରା

ଚଣ୍ଡିଗଡ଼: ଖାଦ୍ୟ ଖାଇବାକୁ ନେଇ ଟଣାଓଟରା। କିଏ ଆଗେ ପ୍ଲେଟନେବ ତାକୁ ନେଇ ପରସ୍ପର ମଧ୍ୟରେ ହୋଇଥିଲା ଛଡ଼ାଛଡ଼ି ପରିସ୍ଥିତି। ଏକ କାର୍ଯ୍ୟକ୍ରମ ପରେ ହୋଇଥିବା ଲଞ୍ଚ ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ହୋଇଥିବା ପ୍ଲେଟ ଟଣାଓଟରାକୁ ନେଇ ଭିଡିଓ ଭାଇରାଲ ହୋଇଛି।  ଏହି ଘଟଣାରେ ପଞ୍ଜାବର ୭ ଜଶ ପ୍ରିନ୍ସପାଲ ଏବଂ ହେଡ ମାଷ୍ଟରଙ୍କୁ ସମନ କରାଯାଇଛି। ସେମାନଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ ପଞ୍ଜାବ […]

school

school

Tapas Behera
  • Published: Wednesday, 18 May 2022
  • Updated: 18 May 2022, 12:58 PM IST

ଚଣ୍ଡିଗଡ଼: ଖାଦ୍ୟ ଖାଇବାକୁ ନେଇ ଟଣାଓଟରା। କିଏ ଆଗେ ପ୍ଲେଟନେବ ତାକୁ ନେଇ ପରସ୍ପର ମଧ୍ୟରେ ହୋଇଥିଲା ଛଡ଼ାଛଡ଼ି ପରିସ୍ଥିତି। ଏକ କାର୍ଯ୍ୟକ୍ରମ ପରେ ହୋଇଥିବା ଲଞ୍ଚ ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ହୋଇଥିବା ପ୍ଲେଟ ଟଣାଓଟରାକୁ ନେଇ ଭିଡିଓ ଭାଇରାଲ ହୋଇଛି।  ଏହି ଘଟଣାରେ ପଞ୍ଜାବର ୭ ଜଶ ପ୍ରିନ୍ସପାଲ ଏବଂ ହେଡ ମାଷ୍ଟରଙ୍କୁ ସମନ କରାଯାଇଛି। ସେମାନଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ  ଭଗୱନ୍ତ ମାନ୍‌ ଶିକ୍ଷା ସଂସ୍କାରକୁ ନେଇ  ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲମାନଙ୍କ ବୈଠକ ଡାକିଥିଲେ। ଏଥିରେ ରାଜ୍ୟର ବହୁ ଶିକ୍ଷକ ଓ ପ୍ରିନ୍ସପାଲ ଯୋଗ ଦେଇଥିଲେ।

ଏହା ପରେ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ଖାଦ୍ୟ ପ୍ଲେଟକୁ ନେଇ ଟଣାଟଓରା ହୋଇଥିଲା। କିଏ ଆଗେ ନେବ ସେନେଇ ମଧ୍ୟ ପ୍ଲେଟ ଛଡ଼ାଛଡ଼ି  ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲ ନିର୍ଦ୍ଦେଶକ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ କରିଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ  ୭ ଜଣ ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲଙ୍କୁ   ନୋଟିସ କରଇଚନ୍ତି। ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି।  ନିକଟରେ ଶିକ୍ଷା ସଂସ୍କାର ନେଇ ପ୍ରସ୍ତାବ ସେୟାର କରିବାକୁ ଅନଲାଇନ୍ ପୋର୍ଟାଲ ପଞ୍ଜାବ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story