ଭାରତରେ ପହଞ୍ଚିଲା ‘ସ୍ପୁଟନିକ୍-ଭି’ ଟିକା

ନୂଆଦିଲ୍ଲୀ: ରୁଷରେ ପ୍ରସ୍ତୁତ କରୋନା ଭାଇରସ୍ ଟିକା ‘ସ୍ପୁଟନିକ୍-ଭି’ର ପ୍ରଥମ ପର୍ଯ୍ୟାୟ ଶନିବାର ଭାରତରେ ପହଞ୍ଚିଛି । ଏହା ଦ୍ୱାରା ଏବେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେବ । ରୁଷରୁ ଆସିଥିବା ସ୍ପୁଟନିକ୍-ଭି ଟିକା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି । ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ପରେ ଏବେ ରୁଷରେ ପ୍ରସ୍ତୁତ ସ୍ପୁଟନିକ୍-ଭି ଟିକା ମଧ୍ୟ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା […]

vaccine

vaccine

Ranjit Kumar Jena
  • Published: Saturday, 01 May 2021
  • Updated: 01 May 2021, 06:25 PM IST

Sports

Latest News

ନୂଆଦିଲ୍ଲୀ: ରୁଷରେ ପ୍ରସ୍ତୁତ କରୋନା ଭାଇରସ୍ ଟିକା ‘ସ୍ପୁଟନିକ୍-ଭି’ର ପ୍ରଥମ ପର୍ଯ୍ୟାୟ ଶନିବାର ଭାରତରେ ପହଞ୍ଚିଛି । ଏହା ଦ୍ୱାରା ଏବେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେବ । ରୁଷରୁ ଆସିଥିବା ସ୍ପୁଟନିକ୍-ଭି ଟିକା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି । ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ପରେ ଏବେ ରୁଷରେ ପ୍ରସ୍ତୁତ ସ୍ପୁଟନିକ୍-ଭି ଟିକା ମଧ୍ୟ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ଦିଆଯାଉଛି । କିନ୍ତୁ ଏବେ ରୁଷର ସ୍ପୁଟନିକ୍-ଭି ଟିକା ଭାରତରେ ପହଞ୍ଚିବା ପରେ ଏଠାରେ କରୋନା ଟିକାକରଣ ଅଭିଯାନ ଆହୁରି ଦ୍ରୁତ ହେବ ।

https://twitter.com/ANI/status/1388448018127495170?s=20

https://twitter.com/sputnikvaccine/status/1388441414279876612?s=20

ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଡୋଜ୍ ଭାରତରେ ପହଞ୍ଚିଛି । ବାକି ୩୦ ଲକ୍ଷ ଡୋଜ ଚଳିତ ମାସ ଶେଷରେ ପହଞ୍ଚିବ। ସ୍ପୁଟନିକ୍-ଭି ଟିକା ପ୍ରଥମ ଡୋଜ୍ ନେବାର ୨୧ ଦିନ ପରେ ଦ୍ୱିତୀୟ ଟିକା ନେବାକୁ ପଡ଼ିବ । ଟିକା ନେବାର ୨୮ରୁ ୪୨ ଦିନ ଭିତରେ କରୋନା ଭାଇରସ୍ ବିରୋଧରେ ପ୍ରତିରୋଧକ କ୍ଷମତା ବିକଶିତ ହେବ ।

ଏପ୍ରିଲ୍‌ ମାସରେ ଭାରତରେ ରୁଷର କରୋନା ଟିକା ସ୍ପୁଟନିକ୍-ଭିର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦିଆଯାଇଥିଲା । ଭାରତରେ କେନ୍ଦ୍ରୀୟ ଔକ୍ଷଧି ପ୍ରାଧିକରଣର ଏକ ବିଶେଷଜ୍ଞ କମିଟି ଦେଶରେ କିଛି ସର୍ତ୍ତ ସହ ରୁଷର କରୋନା ଟିକା ‘ସ୍ପୁଟନିକ୍-ଭି’ର ଜରୁରୀକାଳୀନ ବ୍ୟବହାର କରିବା ପାଇଁ ସୁପାରିସ୍ କରିଥିଲା, ଯାହା ଉପରେ ଡିସିଜିଅାଇ ମୋହର ଲଗାଇଥିଲା । ଗମାଲେୟା ଇନଷ୍ଟିଚ୍ୟୁଟ୍ ଦୃଢ଼ତାର ସହ କହିଛି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏପର୍ଯ୍ୟନ୍ତ ଯେଉଁସବୁ ଟିକା କାର୍ଯ୍ୟକାରୀ ହେଉଛି, ସେଥିମଧ୍ୟରୁ ସ୍ପୁଟନିକ୍-ଭି ସବୁଠାରୁ ଅଧିକ ପ୍ରଭାବଶାଳୀ।

https://twitter.com/NKudashev/status/1388455236101050372?s=20

ରୁଷର କରୋନା ଟିକା ସ୍ପୁଟନିକ୍-ଭି, ଆଷ୍ଟ୍ରାଜେନେଜାର ଭ୍ୟାକସିନ୍ ଭଳି ଏକ ଭାଇରାଲ୍‌ ଭେକ୍ଟର ଭ୍ୟାକସିନ୍। ଅନ୍ୟ କରୋନା ଟିକା ତୁଳନାରେ ସ୍ପୁଟନିକ୍-ଭି ଟିକାର ଦୁଇଟି ଯାକ ଡୋଜ୍ ପରସ୍ପରଠାରୁ ଅଲଗା । ସ୍ପୁଟନିକ୍-ଭିର ଉଭୟ ଡୋଜ୍ ଅଲଗା ଅଲଗା ଭେକ୍ଟରର ଉପଯୋଗ ଅର୍ଥାତ୍ SARS-CoV-2ର ସ୍ପାଇକ୍ ପ୍ରୋଟିନକୁ ଟାର୍ଗେଟ୍ କରିବା ପାଇଁ କରଯାଇଛି ।

ସୂଚନାଯୋଗ୍ୟ, SARS-CoV-2 ହିଁ କରୋନା ଭାଇରସର ମୁଖ୍ୟ କାରଣ । ସ୍ପୁଟନିକ୍-ଭିର ଦୁଇଟି ଯାକ ଡୋଜ୍ ଗୋଟିଏ ଟିକାର ସାମାନ୍ୟ ଅଲଗା ସଂସ୍କରଣ ଏବଂ କରୋନା ବିରୋଧରେ ଲମ୍ବା ସୁରକ୍ଷା ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story