ଟିଏମସିରେ ସାମିଲ ହେଲେ ପୂର୍ବତନ ମହିଳା କଂଗ୍ରେସ ଅଧ୍ୟକ୍ଷ

କୋଲକାତା: କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ୍ ହେଲେ ସୁସ୍ମିତ ଦେବ। ସୋମବାର ଟିଏମସିର ବରିଷ୍ଠ ନେତା ଅଭିଷେକ ବାନାର୍ଜୀ ଏବଂ ଡାରେକ ଓବ୍ରାଏନଙ୍କ ଉପସ୍ଥିତିରେ ସୁସ୍ମିତା ଦେବ ମମତା ବାନାର୍ଜୀଙ୍କ ଦଳରେ ସାମିଲ୍ ହୋଇଛନ୍ତି। ଗତକାଲି ସୁସ୍ମିତା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁସ୍ମିତା କଂଗ୍ରେସ ଛାଡ଼ିବା ପରେ ଦଳକୁ ଏକ ଶକ୍ତ ଝଟକା ଲାଗିଛି। ସୁସ୍ମିତା ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସହିତ ପୂର୍ବତନ ସାଂସଦ ଥିଲେ। ସୁସ୍ମିତାଙ୍କ ବାପା ମଧ୍ୟ କଂଗ୍ରେସରେ ଥିଲେ। ୨୦୧୪ରେ ସେ […]

Susmita-Deb

Susmita-Deb

Subhransu Sekhar
  • Published: Monday, 16 August 2021
  • Updated: 16 August 2021, 06:09 PM IST

Sports

Latest News

କୋଲକାତା: କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ୍ ହେଲେ ସୁସ୍ମିତ ଦେବ। ସୋମବାର ଟିଏମସିର ବରିଷ୍ଠ ନେତା ଅଭିଷେକ ବାନାର୍ଜୀ ଏବଂ ଡାରେକ ଓବ୍ରାଏନଙ୍କ ଉପସ୍ଥିତିରେ ସୁସ୍ମିତା ଦେବ ମମତା ବାନାର୍ଜୀଙ୍କ ଦଳରେ ସାମିଲ୍ ହୋଇଛନ୍ତି। ଗତକାଲି ସୁସ୍ମିତା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁସ୍ମିତା କଂଗ୍ରେସ ଛାଡ଼ିବା ପରେ ଦଳକୁ ଏକ ଶକ୍ତ ଝଟକା ଲାଗିଛି। ସୁସ୍ମିତା ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସହିତ ପୂର୍ବତନ ସାଂସଦ ଥିଲେ। ସୁସ୍ମିତାଙ୍କ ବାପା ମଧ୍ୟ କଂଗ୍ରେସରେ ଥିଲେ। ୨୦୧୪ରେ ସେ ସିଲଚର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ସଂସଦରେ ପ୍ରବେଶ କରିଥିଲେ। ଏହି ଆସନରୁ ତାଙ୍କ ବାପା ନିର୍ବାଚିତ ହେଉଥିଲେ।

ସୁସ୍ମିତା ଦେବ ଇସ୍ତଫା ଦେବା ପରେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ସୁସ୍ମିତାଙ୍କ ସହ କଥା ହେବା ପାଇଁ ଫୋନ୍ କରୁଛନ୍ତି। ହେଲେ ତାଙ୍କ ନମ୍ୱର ସୁଇଚ୍ ଅଫ୍ ଦେଖାଉଛି। ସୋନିଆ ଗାନ୍ଧୀଙ୍କ ପାଖକୁ ସେ ଚିଠି ପଠାଉଛନ୍ତି ବୋଲି କହିଛନ୍ତି। ହେଲେ ଏଯାବତ ସୋନିଆଙ୍କ ପାଖରେ ଚିଠି ପହଞ୍ଚିନି ବୋଲି ସେ କହିଛନ୍ତି।

ସୁସ୍ମିତା ଦଳ ବଦଳ କରିବା ପୂର୍ବରୁ ତାଙ୍କ ଟ୍ୱିଟର ପ୍ରୋଫାଇଲରେ ଥିବା ବାୟୋରେ ପରିବର୍ତ୍ତନ କରିଥିଲେ। ସେ ପୂର୍ବତନ କଂଗ୍ରେସ ନେତ୍ରୀ ବୋଲି ଲେଖିଥିଲେ। ସୁସ୍ମିତା ଦଳରୁ ଇସ୍ତଫା ଦେବା ପରେ କପିଲ ସିବଲ କହିଛନ୍ତି ଦଳ ଭିତରେ ଥିବା କନ୍ଦଳ ପାଇଁ ଏପରି ସ୍ଥିତି ଉପିଜିଛି। ଦଳର ଯୁବ ନେତା ଯେତେବେଳେ ଅନ୍ୟ ଦଳକୁ ଯାଉଛନ୍ତି ସେତେବେଳେ ବରିଷ୍ଠ ତଥା ଆମକୁ (ବୁଢ଼ା)ଙ୍କୁ ଦାୟୀ କରୁଛନ୍ତି।

ସୂଚନାଯୋଗ୍ୟ, ୨୦୨୪ରେ ମୋଦି ସରକାରକୁ ଚେକ୍ ଦେବା ପାଇଁ ଟିଏମସି ଏବେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି। ବେଙ୍ଗଲର ଏହି ଦଳ ଏବେ ସାରା ଦେଶରେ ନିଜର ପଦ ଚିହ୍ନ ରଖିବା ପାଇଁ ଯୋଜନା କରୁଛି। ନିକଟରେ ମମତାଙ୍କୁ ଭେଟିଥିଲେ ଆସାମର ଅନ୍ୟତମ ସ୍ୱାଧୀନ ବିଧାୟକ ତଥା ରାଇଜର ଦଳ ମୁଖ୍ୟ ଅଖିଲ ଗୋଗୋଇ।

ଏହି ସମୟରେ ରାଇଜର ଦଳକୁ ଟିଏମସିରେ ମିଶ୍ରଣ କରିବା ପାଇଁ ମମତା ତାଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି ଗୋଗୋଇ କହିଥିଲେ। ଯଦି ଗୋଗୋଇ ମିଶ୍ରଣ କରିବେ ତାହେଲେ ଆସାମ ଟିଏମସିରେ ଅଖିଲ ଗୋଗୋଇ ନେତୃତ୍ୱ ନେବେ ବୋଲି ମମତା କହିଥିବା ସେ କହିଥିଲେ। କିନ୍ତୁ ଏହାପରେ ଅଖିଲ ଗୋଗୋଇ ତାଙ୍କ ଦଳକୁ ଟିଏମସିରେ ମିଶ୍ରଣ କରିବେ କି ନାହିଁ କିଛି କହିନଥିଲେ। ବୋଧହୁଏ ଅଖିଲ ମମତାଙ୍କୁ ରେଡ୍ ସିଗନାଲ ଦେଇଛନ୍ତି ତେଣୁ ସୁସ୍ମିତା ଦେବଙ୍କୁ ମମତା ଟିଏମିସରେ ମିଶାଇଛନ୍ତି। ତେଣୁ ଆସାମ ଟିଏମସିରେ ସୁସ୍ମିତା ମଙ୍ଗ ଧରିବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story