ପ୍ରାର୍ଥୀ ତାଲିକା ଘୋଷଣା, ପାରିକର୍‌ଙ୍କ ପୁଅକୁ ମିଳିଲାନି ଟିକେଟ୍‌

ନୂଆଦିଲ୍ଲୀ: ଆସନ୍ତା ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ତା’ର ପ୍ରାର୍ଥୀ ତାଲିକା। ଏଥିରେ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଜାରି ହୋଇଛି। ତେବେ ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଦିବଙ୍ଗତ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ନାଁ ବାଦ୍‌ ପଡିଛି। ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକରଙ୍କ ନାଁ ଗାଏବ୍‌ ହୋଇଛି। ମନୋହର ପାରିକରଙ୍କ ପାନାଜୀ ଆସନକୁ ତାଙ୍କ ପୁଅଙ୍କ ବଦଳରେ ଅତାନାସିଓ “ବାବୁଶ” ମାନସରେଟ୍ ଦେବାକୁ […]

Utpal Parikar

Utpal Parikar

Madhupriya Mistry
  • Published: Thursday, 20 January 2022
  • Updated: 20 January 2022, 03:21 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ତା'ର ପ୍ରାର୍ଥୀ ତାଲିକା। ଏଥିରେ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଜାରି ହୋଇଛି। ତେବେ ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଦିବଙ୍ଗତ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ନାଁ ବାଦ୍‌ ପଡିଛି। ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକରଙ୍କ ନାଁ ଗାଏବ୍‌ ହୋଇଛି। ମନୋହର ପାରିକରଙ୍କ ପାନାଜୀ ଆସନକୁ ତାଙ୍କ ପୁଅଙ୍କ ବଦଳରେ ଅତାନାସିଓ "ବାବୁଶ" ମାନସରେଟ୍ ଦେବାକୁ ବିଜେପି ବାଛିଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋଆର ତିନିଥର ମୁଖ୍ୟମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ୨୦୧୯ରେ ଦେହାନ୍ତ ହୋଇଥିଲା। ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ଥିଲେ। ମନୋହର ପାରିକର ଚାରିଥର ପାନଜୀ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀ ୧୪ରେ ଭୋଟ ପଡିବ।

ପାରିକରଙ୍କ ମୃତ୍ୟୁ ପରେ ବାବୁଶ ମାନସରେଟ୍ କଂଗ୍ରେସ ପ୍ରାର୍ଥୀ ଭାବରେ ଉପ-ନିର୍ବାଚନରେ ​​ଜିତିଥିଲେ। ତେବେ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ଟିକେଟ୍ ଦେବାରେ ଭାରତୀୟ ଜନତା ଦଳର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ଅଣଦେଖା କରାଯିବା ପରେ ଗୋଆରୁ ଉତ୍ପଳ ପାରିକର ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ।  ଦଳ ସଚ୍ଚୋଟତା ଏବଂ ଚରିତ୍ରରେ ବିଶ୍ୱାସ କରୁଛି କି ନାହିଁ? ସେ ନେଇ ସେ ବିଜେପିକୁ ପ୍ରଶ୍ନ କରିଥିଲେ। ସେପଟେ ଫଡନାଭିସ୍ କହିଥିଲେ, 'କେବଳ ଜଣେ ନେତାଙ୍କ ପୁଅ ବୋଲି ଗୋଆ ବିଧାନସଭା ନିର୍ବାଚନ ପାଇଁ ଦଳ ଏଭଳି କାହାକୁ ଟିକେଟ ଦେଇପାରିବ ନାହିଁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story